Home Tags Writeups by Mshapurusha Achyutananda

Tag: Writeups by Mshapurusha Achyutananda

ମହାତ୍ମା

0
୭. ମହାତ୍ମା କୋଟିଏ ମଣିଷ ବାଛିଣସୁଜନ ଜଣେ ମିଳେ ପୁଣ ସୁଜନ କୋଟିଏ ବାଛିବାଏକଇ ସାଧୁ ଯେ ପାଇବା ସାଧୁରୁ କୋଟିଏ ବାଛିଣବୈଷ୍ଣବ ମିଳେ ଏକ ଜଣ ବୈଷ୍ଣବ କୋଟିଏ ବାଛିଣସନ୍ଥ ମିଳଇ ଏକ ଜଣ ସନ୍ଥରୁ କୋଟିଏ ବାଛିଲେମହନ୍ତ...

ମହନ୍ତ

0
୬. ମହନ୍ତ ଆତ୍ମାର ସଙ୍ଗେ ଖେଳୁଥାନ୍ତିମନକୁ ନିଶ୍ଚଳେ ରଖନ୍ତି ପର ଅପର ତାଙ୍କ ନାହିଁସଙ୍ଗତେ ସର୍ବ ଲୋକ ରହି ପଦ୍ମପତର ପାଣି ମତମିଶି ନମିଶି ରହେ ଚିତ୍ତ ସ୍ୱଧର୍ମ ସ୍ୱକର୍ମ କରନ୍ତିସୁଶୀଳ ଶୁଦ୍ଧ ତାଙ୍କ ମତି ଆନନ୍ଦ ସର୍ବଦା ଶରୀରେପରମାନନ୍ଦରେ...

ସନ୍ଥ

0
୫. ସନ୍ଥ ସତ୍ଯ କହିବ ନିତ୍ଯ ତୁଣ୍ଡେଶାନ୍ତିରେ ଥିବ ହୃଦ ପିଣ୍ଡେ ଦୟା ଯେ କରିବ ହସ୍ତରେକ୍ଷମା କରିବ ଦୋଷୀ ଠାରେ ଧର୍ମ କରିବ ଅନ୍ନ ଦେଇଦୁଃଖୀ ଦରିଦ୍ରଙ୍କୁ ଭୁଞ୍ଜାଇ ଏ ପାଞ୍ଚ ଲକ୍ଷଣ ଯାହାରସନ୍ଥ ବୋଲିବା ସେହୁ...

ବୈଷ୍ଣବ ଲକ୍ଷଣ

0
୪. ବୈଷ୍ଣବ ମଙ୍ଗଳ ଭୁବନ କରନ୍ତିନିର୍ଦ୍ୱନ୍ଦୀ ହୋଇ ବସି ଥାନ୍ତି ପରହିତରେ ଗ୍ରାମ ବାସଦିଅନ୍ତି ଅନ୍ନ ଜଳ ଗ୍ରାସ ପର ଦାରାକୁ ଚିତ୍ତ ନାହିଁଡୋର କୌପୁନୀ ମାରି ରହି ପର ଧନରେ ନାହିଁ ଚିତ୍ତଯେ ମିଳେ ଭୁଞ୍ଜୁଥାଇ ସେ...

ସାଧୁ

0
୩.ସାଧୁ ସୁମନ ସଂଗେ ଖେଳା କରେବିଷମ ମନରେ ନ ଧରେ ସୁଜ୍ଞାନେ ସଦା ହେତୁ ଥାଇକୁ ଜ୍ଞାନେ କେଭେ ନ ଗମଇ ସର୍ବଦା ସୁକ୍ଷ୍ମ ଅଂଗକାରେମଳିନ ଅଂଗ ସେ ନଧରେ ସୁବୁଦ୍ଧି ଭାବେ ସଦା ଥାଇକୁ ବୁଦ୍ଧି କେଭେ...

ସୁଜନ

0
ସୁଜନ ସୁଚିତ୍ତେ ସଦା ରହିଥାଇକୁତ୍ସିତ କେଭେ ନଭାଳଇ ସନ୍ମତ୍ତ ସବୁଠାରେ ହୋୟେକାହାକୁ ଅସମ୍ମାନ ନୋହେ ସର୍ବଜ୍ଞ ପ୍ରାୟେ ସର୍ବ ଜାଣିଦିଅନ୍ତି ଅନ୍ନ ଜଳ ପାଣି ଉତ୍ତମ ସୁଜ୍ଞଜନ ଭାଷାପ୍ରାଣୀରେ ନ ଧରନ୍ତି ହିଂସା ବିବେକୀ ଅଟନ୍ତି ସେ ପୁଣିଅବିବେକ ଭାଷା...
21,326FansLike
0FollowersFollow
0SubscribersSubscribe
- Advertisement -

EDITOR PICKS