Tag: Writeups by Mshapurusha Achyutananda
ବୈଷ୍ଣବ ଲକ୍ଷଣ
୪. ବୈଷ୍ଣବ
ମଙ୍ଗଳ ଭୁବନ କରନ୍ତିନିର୍ଦ୍ୱନ୍ଦୀ ହୋଇ ବସି ଥାନ୍ତି
ପରହିତରେ ଗ୍ରାମ ବାସଦିଅନ୍ତି ଅନ୍ନ ଜଳ ଗ୍ରାସ
ପର ଦାରାକୁ ଚିତ୍ତ ନାହିଁଡୋର କୌପୁନୀ ମାରି ରହି
ପର ଧନରେ ନାହିଁ ଚିତ୍ତଯେ ମିଳେ ଭୁଞ୍ଜୁଥାଇ ସେ...