Advt
ପଢିବାକୁ ଲାଗିବ: < 1 ମିନିଟ, ସେୟାର ମଧ୍ୟ କରନ୍ତୁ

ଆକାଶଗଙ୍ଗା ର କେନ୍ଦ୍ରର ପରିକ୍ରମା କରିବା ପାଇଁ ସୂର୍ଯ୍ୟ କୁ 25 କୋଟି ବର୍ଷ ସମୟ ଲାଗିଥାଏ

1• ଯଦୁର୍ବେଦ ରେ ପ୍ରମୁଖ ବିଷୟ କଣ ଅଛି ?

2• ବିକ୍ରମ ଭାଇ ସାରାଭାଇ ଅନ୍ତରିକ୍ଷ କେନ୍ଦ୍ର କେଉଁଠି ଅଛି ?

3• ଆମର କେଉଁ ଗ୍ରନ୍ଥି ବୃଦ୍ଧାବସ୍ଥାରେ ଲୁପ୍ତ ହୋଇଯାଏ ?

4• କୌଣସି ରାଜ୍ୟକୁ ପୂର୍ଣ୍ଣ ସାକ୍ଷର ଘୋଷିତ କରିବା ପାଇଁ ସେହି ରାଜ୍ୟ କେତେ ପ୍ରତିଶତ ସାକ୍ଷର ହୋଇଥିବା ଆବଶ୍ୟକ ?

5• ମେଟ୍ରୋପୋଲିଟନ ନଗର ର ଜନସଂଖ୍ୟା କେତେ ହୋଇଥାଏ ?

6• ବିନା ଦୁର୍ଗ ରେ ଏକମାତ୍ର ସିନ୍ଧୁ ନଗର କେଉଁଟା ଥିଲା ?

7• ଆକାଶଗଙ୍ଗା ର କେନ୍ଦ୍ରର ପରିକ୍ରମା କରିବା ପାଇଁ ସୂର୍ଯ୍ୟ କୁ କେତେ ସମୟ ଲାଗିଥାଏ ?

8• କେଉଁ ତାରା ପୃଥିବୀର ସର୍ବାଧିକ ସମୀପ ଅଟେ ?

9• କେଉଁ ରଙ୍ଗ ର ଅପବର୍ତନାଙ୍କ (refractive index) ସବୁଠୁ ଅଧିକ ହୋଇଥାଏ ?

10• ନାସା ର କେଉଁ ସ୍ପେସ୍ ଟେଲିସ୍କୋପ୍ 30 ଜାନୁଆରୀ 2020ରେ ସେବାନିବୃତ ହୋଇଯିବ ?

ଉତ୍ତର

1• ଯଦୁର୍ବେଦ ରେ ଯଜ୍ଞ, ତା’ର ବିଧି ବିଧାନ ତଥା ଅନ୍ୟ କର୍ମକାଣ୍ଡ ର ବିବେଚନା ଅଛି ।

2• ବିକ୍ରମ ଭାଇ ସାରାଭାଇ ଅନ୍ତରିକ୍ଷ କେନ୍ଦ୍ର ତ୍ରିଭେନ୍ଦ୍ରମ୍ ଠାରେ ଅଛି ।

3• ଆମର ଥାୟମସ୍ ଗ୍ରନ୍ଥି ବୃଦ୍ଧାବସ୍ଥାରେ ଲୁପ୍ତ ହୋଇଯାଏ ।

4• କୌଣସି ରାଜ୍ୟକୁ ପୂର୍ଣ୍ଣ ସାକ୍ଷର ଘୋଷିତ କରିବା ପାଇଁ ସେହି ରାଜ୍ୟ 90% ସାକ୍ଷର ହୋଇଥିବା ଆବଶ୍ୟକ ।

5• ମେଟ୍ରୋପୋଲିଟନ ନଗର ର ଜନସଂଖ୍ୟା ଦଶ ଲକ୍ଷ ରୁ ଅଧିକ ହୋଇଥାଏ ।

6• ବିନା ଦୁର୍ଗ ରେ ଏକମାତ୍ର ସିନ୍ଧୁ ନଗର ଚଂହୁଦଡୋ ଥିଲା ।

7• ଆକାଶଗଙ୍ଗା ର କେନ୍ଦ୍ରର ପରିକ୍ରମା କରିବା ପାଇଁ ସୂର୍ଯ୍ୟ କୁ 25 କୋଟି ବର୍ଷ ସମୟ ଲାଗିଥାଏ ।

8• ସୂର୍ଯ୍ୟ ପୃଥିବୀର ସର୍ବାଧିକ ସମୀପରେ ଥିବା ତାରା ଅଟେ ।

9• ବାଇଗଣୀ ରଙ୍ଗ ର ଅପବର୍ତନାଙ୍କ (refractive index) ସବୁଠୁ ଅଧିକ ହୋଇଥାଏ ।

10• ନାସା ର ସ୍ପିଟଜର୍ ସ୍ପେସ୍ ଟେଲିସ୍କୋପ୍ 30 ଜାନୁଆରୀ 2020ରେ ସେବାନିବୃତ ହୋଇଯିବ ।

Advt.