Advt
ପଢିବାକୁ ଲାଗିବ: < 1 ମିନିଟ, ସେୟାର ମଧ୍ୟ କରନ୍ତୁ

ପଖାଳର ଗୁଣ
ଆପଣ ଜାଣନ୍ତି କି ?

” ପଖାଳ ଭାତକୁ ଆସାମରେ ପୋଇତା ଭାତ୍ ଓ ପଶ୍ଚିମ ବଙ୍ଗରେ ପାନତା ଭାତ୍ କୁହାଯାଏ |

100 ଗ୍ରାମ ଚାଉଳର ଗରମ ଭାତରେ 3.4 ମିଲି ଗ୍ରାମ ଲୌହ ପୋଷକ ତତ୍ତ୍ୱ ମିଳୁଥିବା ବେଳେ ସେହି ଭାତକୁ ମୀତ୍ର 12 ଘଣ୍ଟା ପାଇଁ ପଖାଳି ଦେଲେ ଏହାର ଲୌହ ପୋଷକ ତତ୍ତ୍ୱ ପରିମାଣ 73. 91 ମିଲିଗ୍ରାମ ପର୍ଯ୍ୟନ୍ତ ବଢିଯାଏ |

ସେହିପରି 100 ଗ୍ରାମ ଚାଉଳର ଗରମ ଭାତରେ ସୋଡିୟମ ପରିମାଣ 475 ମିଲିଗ୍ରାମ ରହୁଥିବା ବେଳେ ତାହାକୁ ପଖାଳ କରିଦେବା ଦ୍ୱାରା ସେଥିର ସୋଡିୟମ ପରିମାଣ 303 ମିଲି ଗ୍ରାମକୁ କମିଯାଏ |

ପୁନଶ୍ଚ 100 ଗ୍ରାମ ଚାଉଳରୁ ପ୍ରସ୍ତୁତ ଗରମ ଭାତରେ ମାତ୍ର 21 ମିଲିଗ୍ରାମ କାଲସିୟମ ଉପଲବ୍ଧ ହେଉଥିବାବେଳେ ସେହି ଭାତକୁ ମାତ୍ର 12 ଘଣ୍ଟା ପଖାଳି ଦେବା ଦ୍ୱାରା ସେଥିରେ କାଲସିୟମ ପରିମାଣ 850 ମିଲି ଗ୍ରାମକୁ ବଢିଯାଏ | “

  • 2018 ମସିହାରେ ପଖାଳ ଭାତ ଉପରେ ରିସର୍ଚ୍ଚ କରିଥିବା ଆସାମ କୃଷି ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗର ମଧୁମିତା ବରୁଆ ଏବଂ ଗୁଣନିଧି ଗୋସ୍ୱାମୀ ଏକଥା କୁହନ୍ତି |

Do you know ?

PAKHAL of Odisha is called POITA BHAT in Asam and PAANTA BHAT in West Bengal.

“About 100gm of cooked rice has only 3.4mg of iron, while for the same quantity of rice fermented for 12 hours, the iron content went up to 73.91mg.
Likewise, sodium, which was 475 mg came down to 303 mg, potassium went up to 839 mg and calcium went up from 21mg per 100gm of cooked rice to 850 mg, after 12 hours of fermentation of the same quantity of rice,”

  • Madhumita Barooah and Gunanidhi Goswami, Dept. of Biotechnology, Assam Agriculture University, 2018 .
Advt.