Home 2021 February

Monthly Archives: February 2021

ଦୋଳ ପର୍ବ

0
ଦୋଳ ପର୍ବ ଅନୁଭବେ ଆସେନନ୍ଦର ବଳାଗୋପର ଖେଳାବୃଷଭାନୁ ଜେମା ରାଧିକାରାଣୀଗୋପ ତରୁଣୀଗୋପାଳ ବାଳଗୋବାତ୍ସା ଦଳ ଉଲ୍ଲାସ ମନଭରା ଫଗୁଣ ବରଜ ନାରୀଗୋଗୋଷ୍ଠ ଧୂଳି ମହକେ ପ୍ରାଣଆତ୍ମା ପରମାତ୍ମା ମଧୂମିଳନ ଲକ୍ଷ୍ମୀଧର ନାୟକ

“ନବୀନ ବର୍ଷାଜଳ ପରିଚାଳନା କାର୍ଯ୍ୟକ୍ରମ”

"ନବୀନ ବର୍ଷାଜଳ ପରିଚାଳନା କାର୍ଯ୍ୟକ୍ରମ" ଏଠାରେ ତଳେ ଦୁଇଟି ଫଟୋ ଦିଆ ଯାଇଛି । ଓଡିଶା ସରକାର କେବଳ 1 ନମ୍ୱର ଚିତ୍ର ଟାକୁ 2 ନମ୍ୱର ଚିତ୍ର ପରିକା କରି ଦିଅନ୍ତୁ,ବିନା କାଳିଆ...

ମୋ ପରିବାର ମୁଖ୍ଯ ଶୁଣିବେ କି ?

ମୋ ପରିବାର ମୁଖ୍ୟଙ୍କୁ ଛୋଟିଆ ଦାୟିତ୍ୱଟିଏ ଦେବା କି ? ପାର୍ଟି ଫଣ୍ଡରୁ ନହେଲେ ନିଜ ପେନସନ୍ ପଇସାରୁ ଛୋଟ ପୁସ୍ତିକାଟିଏ ଛାପନ୍ତୁ |ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଶିକି 100ରୁ ଉର୍ଧ୍ୱ ଯୋଜନା...

ସବୁ ଖବର

ସବୁ ଖବର 1 .ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ତୃତୀୟତମ ଆଉ ପ୍ରଥମ ପେପରଲେସ୍ ବଜେଟ୍ ଜାରୀ କଲେ । 2 . ପୂର୍ବ ଦିଲ୍ଲୀ ପୋଲିସ କମିଶନର୍ ଭୀମ ସେନ ବାସ୍ସି ପୁଡୁଚେରୀ ଲେଫ୍ଟନାଣ୍ଟ...

କଣ ମିଳେ ପ୍ରଶଂସାରୁ ?

ପ୍ରଶଂସା ଲୋଭ ଦୁନିଆର ସବୁଠୁ ବଡ ଲୋଭ |ଜମାରୁ ଏ ପ୍ରଶଂସା ଲୋଭ ମାୟାରେ ପଡନ୍ତୁ ନାହିଁ |ଥରେ ପ୍ରଶଂସା ତିଳକ ମୁଣ୍ଡର ଟୋପି ହୋଇଗଲେ,ସବୁବେଳେ ଟୋପି ଗଳିପଡିବା ଭୟ ଘାରିବ,ଦି ହାତ...

ସବୁ ଖବର ତାରିଖ ୨୪-୦୨-୨୦୨୧ ବୁଧବାର

0
ସବୁ ଖବରତାରିଖ ୨୪-୦୨-୨୦୨୧ ବୁଧବାର ୧-ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ଖୋଲିବ ନାହିଁ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ୨-ଲଗାତାର ବଢିଚାଲିଛି ପ୍ରେଟ୍ରୋଲ ଓ ଡ଼ିଜେଲ ଦର : ତେଲ ଦର...

ସବୁ ଖବର : 23 ଫେବୃଆରୀ 2021 ମଙ୍ଗଳବାର

0
ସବୁ ଖବର : 23 ଫେବୃଆରୀ 2021 ମଙ୍ଗଳବାର 1 . ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଚୌହାନ ହୋଶଙ୍ଗାବାଦର ନାମ ବଦଳାଇ ନର୍ମଦାପୁରମ୍ ରଖିବେ ବୋଲି ଘୋଷଣା କରିଛନ୍ତି ।ଆକ୍ରମଣକାରୀ ହୋଶାଙ୍ଗ...

ଆଇଲାରେ ଫଗୁଣ !!

ଆଇଲାରେଫଗୁଣ ବଜେଟ୍ ଆଲୋଚନା ଠୁ ଅଧିକ ଆନନ୍ଦଦାଯକ ଏଇ ଭିଡିଓ ଟି । ସେ ମୁଣ୍ଡ ବିନ୍ଧା ବଜେଟ୍ କଥା ଅନ୍ଯମାନେ ଆଲୋଚନା କରୁଥାଆନ୍ତୁ , ଆପଣ ଏ ଭିଡିଓଟା ନିଶ୍ଚୟ ଦେଖନ୍ତୁ https://m.facebook.com/story.php?story_fbid=2343655095712421&id=184612724950013

ସ୍ମୃତି ଏକ ରୂପାଜହ୍ନ – ୩

ସ୍ମୃତି ଏକ ରୂପାଜହ୍ନ - ୩ ଦିନେ ଶାନ୍ତି ଦୂତ ରଣ ଭୁମିରେବୀର ଭୁମି ସେ କଳିଙ୍ଗ ନଗରେ ଚିତାନଳ ସ୍ଥଳେ ବୀର ସମାଧିସମବେଦନାରେ କ୍ଷଣେ ପ୍ରବୋଧି ଲକ୍ଷ୍ମୀଧର ନାୟକ

ଅଳସେ ଅଳସି ନୟନା

0
ଅଳସେ ଅଳସି ନୟନାକାଖେ କଳସି ଧରିଅଳସି କ୍ଷେତ ପଥଧାରେଯାଉଁ ମନେ ବିଚାରି ଅଳପ ହେଲେ ବି ମିଶୁଛିଅଳସି ତନୁ ରାଗଅରଣ୍ଯ ଓଷ୍ଠେ ଫୁଟନ୍ତାକିରକ୍ତ ପଳାସ ରଂଗ ଆସନ୍ତା ଫଗୁଣ ସଅଳଫୁଲ ବେଭାର ଧରିଅଳି ଚୁମ୍ୱ ଅଳି...
error: Content is copyright protected !!