Home 2020 October

Monthly Archives: October 2020

ଜହ୍ନ ଦେଖି ହସେ ….ଆମ ଦାଣ୍ଡକୁ

0
ଗୋପୀନାଥ ଦାଣ୍ଡ ପଡ଼ିଅଛି ଫାଙ୍କାନାହିଁ ବୁଢା ନିମ ଗଛଅନେଶତ ଝଡ଼ ଦେଇଛି ଉପାଡିରୋମାଞ୍ଚ କଦମ୍ବ ବୃକ୍ଷ। ରାତି ଅଧହେଲେ ଜହ୍ନ ଲୁଚିଗଲେଆସୁଥିଲେ ପାଳ ଭୂତସାହି ଝିଅ ମିଶି ଗାଉଥିଲେ ସେଠିକୁଆଁର ପୁନେଇଁ ଗୀତ। ଅଧା ରହିଥିବ...

ତା ଇଚ୍ଛା ହେଲେ ଅଣ୍ଡା ଦବ, ରଜାକୁ କଇବ କିଏ ?

0
କଟକ ଓ ଭୁବନେଶ୍ୱର ସରକାରୀ ଚାକିରୀଆଙ୍କ ପାଇଁ ମାସକୁ 20 ଦିନ ଛୁଟି, ପୁରା ଦରମା | କଣ ପାଇଁ ଏ ଅଦ୍ଭୁତ ଆଡବାୟା ବ୍ୟବସ୍ଥା ? କରୋନା ପାଇଁ ସବୁ ସରକାରୀ ଚାକିରିଆଙ୍କ...

କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ

କୁଆଁର ପୁନେଇଁ ଜହ୍ନ ଗୋଫୁଲ ବଉଳ ବେଣୀକୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦପୂଚି ଖେଳିବାକୁ ମନ ଗୋଫୁଲ ବଉଳ ବେଣୀ ପୃଥିବୀର ବିଭିନ୍ନ ଦେଶରେ ଜହ୍ନକୁ ନେଇ କେତେ ପ୍ରକାର ସ୍ମରଣୀୟ ଦିବସ ପାଳନ କରାଯାଏ କିନ୍ତୁ...

ବିକାଶ କାମର ସମୀକ୍ଷା କଲେ ୫-ଟି ମୁରବି ଭି. କେ. ପାଣ୍ଡିଆନ୍, କିନ୍ତୁ …..

ଏକାମ୍ର କ୍ଷେତ୍ରରେ ବିକାଶମୂଳକ କାମର ସମୀକ୍ଷା କଲେ ୫-ଟି ମୁରବି ଭି. କେ. ପାଣ୍ଡିଆନ୍ କରନ୍ତୁ, ଭଲ କଥା | କିନ୍ତୁ ଏ ସବୁ ଯୋଜନା ଗୁଡା ଓଡିଶା ବିକାଶର ମୂଳ କଥା ନୁହେଁ |ଲିଙ୍ଗରାଜ...

ହେବନାହିଁ ବାଲିଯାତ୍ରା , ହେବ ନାହିଁ ବଡ ଓଷା,ଡରିଗଲେ କଲେକ୍ଟର

0
ହେବନାହିଁ ବାଲିଯାତ୍ରା , ହେବ ନାହିଁ ବଡ ଓଷା, ଡରିଗଲେ କଲେକ୍ଟର | କରୋନା ଭୟରେ ଏ ବର୍ଷ କଟକର ପ୍ରସିଦ୍ଧ ବାଲି ଯାତ୍ରା ବନ୍ଦ ରହିବ | କଟକ ଜିଲ୍ଲାପାଳ ଭବାନୀ ଶଙ୍କର...

Animal Helpline Number

0
The animal helpline number for the Bhubaneswar Municipal Corporation area is given below. Citizens may contact the numbers if they come across cases where...

ସାରା ଯୌବନଟାକୁ ଲେଖିଦେବା ପରେ

0
କାକର କାଳିଆଉ ଦୁବ କଲମରେପୁନେଇଁ ଜହ୍ନରଧଳା କାଗଜରେସାରା ଯୌବନଟାକୁଲେଖିଦେବା ପରେ ଚାଳିଶିଆ ଚଷମାରେଅତିକ୍ରାନ୍ତ ବୟସରେଖାଲି ଯାହାକଳଙ୍କତକ ପଢିହେଲେ ହେଉଥିବବାକିସବୁ ଦିଶୁଥିବସାଦା କାଗଜପରିତୋଫା ଧଳା ଲକ୍ଷ୍ମୀଧର ନାୟକ

୨୦୨୦-୨୧ ଶିକ୍ଷାବର୍ଷରୁ ସୈନିକ ବିଦ୍ୟାଳୟରେ OBC ସଂରକ୍ଷଣ ଲାଗୁ ହେବ: ପ୍ରତିରକ୍ଷା ସଚିବ ଅଜୟ କୁମାର

୩୧ ଅକ୍ଟୋବର ୨୦୨୦, ବର୍ଷର ୩୦୫ତମ ଦିବସ ୪୪ତମ ଶନିବାର ୧) ଶ୍ରୀମନ୍ଦିର କାର୍ତ୍ତିକ ନୀତି, ବାଳଭୋଗ ଏବଂ ନାଗାର୍ଜୁନ ବେଶର ନୀତି ନିର୍ଘଣ୍ଟ ପ୍ରସ୍ତୁତ, କାର୍ତ୍ତିକରେ ଦକ୍ଷିଣ ଓ ଉତ୍ତର ଦ୍ୱାରରେ ମିଳିବ...

ଟଙ୍କାକିଆ ଚାଉଳ ବସ୍ତାକୁ ବାରମ୍ୱାର ଝୁଣ୍ଟିପଡୁଥିବା ଆତ୍ମଘୋଷିତ ବୁଦ୍ଧିଜୀବୀ ମାନଙ୍କ ପାଇଁ ଗପଟିଏ

ଟଙ୍କାକିଆ ଚାଉଳ ବସ୍ତାକୁ ବାରମ୍ୱାର ଝୁଣ୍ଟିପଡୁଥିବା ଆତ୍ମଘୋଷିତ ବୁଦ୍ଧିଜୀବୀ ମାନଙ୍କ ପାଇଁ ଗପଟିଏ ହେ ପ୍ରଭୁତମେ ବି ସେ ଟଙ୍କାକିଆ ଚାଉଳ ବସ୍ତାକୁ ଝୁଣ୍ଟୁଚ ।ସେ ଚାଉଳ ବସ୍ତାକୁ ମୁଣ୍ଡେଇ ତୁମେ କାହିଁକି ଝାଳ...
error: Content is copyright protected !!