ସାରା ଯୌବନଟାକୁ ଲେଖିଦେବା ପରେ

0
କାକର କାଳିଆଉ ଦୁବ କଲମରେପୁନେଇଁ ଜହ୍ନରଧଳା କାଗଜରେସାରା ଯୌବନଟାକୁଲେଖିଦେବା ପରେ ଚାଳିଶିଆ ଚଷମାରେଅତିକ୍ରାନ୍ତ ବୟସରେଖାଲି ଯାହାକଳଙ୍କତକ ପଢିହେଲେ ହେଉଥିବବାକିସବୁ ଦିଶୁଥିବସାଦା କାଗଜପରିତୋଫା ଧଳା ଲକ୍ଷ୍ମୀଧର ନାୟକ

ଶୁଭା ଶର୍ମା IAS

ଏପ୍ରିଲ ୨୦, ୧୯୭୬ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜନ୍ମିତ ଶୁଭା ଶର୍ମା ଇତିହାସରେ ସ୍ନାତକ କରିବା ପରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ରିଲେସନରେ ସ୍ନାତକୋତ୍ତର କରିଛନ୍ତି । ୧୯୯୯ରେ ସେ ଭାରତୀୟ ପ୍ରଶାସନିକ...

ଚନ୍ଦକା ଟାକୁ ଗୋ-ହସ୍ତୀ ଅଭୟୀରଣ୍ୟ ଘୋଷଣା କରି ଦିଅ, ମୋ କଥା ମାନ

ମୋ କଥା ମାନ, ଚନ୍ଦକା ଟାକୁ ଗୋ-ହସ୍ତୀ ଅଭୟୀରଣ୍ୟ ଘୋଷଣା କରି ଦିଅ, ସବୁ ସମସ୍ୟାର ସମାଧାନ ହୋଇଯିବ, ଗୋ ହତ୍ୟା ପାଇଁ ଗୋ ଚାଲାଣ ବି ବନ୍ଦ ହୋଇଯିବ,

ଶତାଧିକ ଆଶା ଓ ଆଶାସାଥି ହିନ୍ଦ୍ ମଜଦୁର ସଭା ସଙ୍ଗଠନ ରେ ଯୋଗଦାନ କଲେ

ଆଜି ତା-୯-୧-୨୧ରିଖ ଦିନ ବଣେଇ PDW ,IB ଠାରେ ଏକ ଆଶା ଓ ଆଶାସାଥି ମାନଙ୍କୁ ନେଇ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ (ହିନ୍ଦ୍ ମଜଦୁର ସଭା) ଆନୁକୁଲ୍ୟରେ ଏକ ସଭା ଆୟୋଜନ...

ପର୍ବର ନାଁ “ମକର ସଂକ୍ରାନ୍ତି ବାସି ” ନୁହେଁ , ପର୍ବର ନାଁ ହେଲା “ଟୁସୁ ପରବ “

0
ପର୍ବର ନାଁ " ମକର ସଂକ୍ରାନ୍ତି ବାସି " ନୁହେଁ ,ପର୍ବର ନାଁ ହେଲା " ଟୁସୁ ପରବ " କିମ୍ୱା ସେହି ଦିନର ନିର୍ଦ୍ଧିଷ୍ଟ ବୈଶିଷ୍ଟ୍ୟ ବିଚାରରେ " ଆଖାନ୍ "...

୨୪ ଘଣ୍ଟା ୨୪ ଖବର – ୧୨ ଡିସେମ୍ବର ୨୦୨୦, ଶନିବାର

୨୪) କଟକ:ଏଥର ମାଟ୍ରିକ ପରୀକ୍ଷାରେ OMR, Objective ୫୦ମାର୍କ ଓ Subjective ୩୦ମାର୍କ

ବିଶ୍ବ ହେଉ ମଧୁମୟ

ୟେ ହଉଛନ୍ତି ସିପିଆଇ ଏମ ଏଲ ଲିବରେସନର ମେହବୁବ ଆଲମ। ଏଥର ଏମେଲେ ହୋଇଛନ୍ତି। ତାଙ୍କର ଘର ଦେଖନ୍ତୁ। କ'ଣ ଭାବୁଛନ୍ତି? ଏଥର ଜିତିକି ସେ ନିହାତି ଭଲ ଘର ଖଣ୍ଡେ କରିବେ...

ନବୀନ ମଦ ବନ୍ଦ କରୁ ନାହାନ୍ତି କାହିଁକି ?

1
ଅନେକ ଲୋକ ଆଶ୍ଚର୍ଯ୍ଯ ହେଉଛନ୍ତି, ଆଲୋଚନା ଛଳରେ ମୋତେ ପଚାରୁଛନ୍ତି ମଧ୍ଯ ,ନବୀନ ସବୁ କଥା ମାନୁଛନ୍ତି, ମଦ ବନ୍ଦ କରିବାକୁ କହିଲେ ଶୁଣୁ ନାହାନ୍ତି କାହିଁକି ? ଇଏ ତ ବେତାଳିଆ ପ୍ରଶ୍ନ...

ଏ ପାଣି କାହାର ? : @ଯାଜପୁର ବନ୍ଯା 2020

ଯାହା ଜମିରେ ବରଷା ବର୍ଷିଲା ସେ ପାଣିର ମା ସେ ଜମି ମାଲିକାଣି, କିହୋ ତମ ଝିଅକୁ ତମେ ଆକଟ କରୁନ photo courtesy : Susanto Panda, Koraput ସିଏ କୁଳ...

STAY CONNECTED

21,326FansLike
0FollowersFollow
0SubscribersSubscribe

FEATURED

MOST POPULAR

ଜୀବନ ବିଥିକା

0
ଫୁଲେଇ ଫଗୁଣ ତୁମେ -ଉଚ୍ଚାଟ ମନେ ଉଦଭାସିତ;କାଶତଣ୍ଡୀ ହସ ଅଧରେ ଋତୁମତୀ କାବ୍ୟ ନାୟିକା।ବସନ୍ତ ବିଳାସେ ମଧୁଲଗ୍ନା ପହିଲି ଛୁଆଁର ସଙ୍ଗୀତ ,ହଳଦୀ ଗୁରୁଗୁରୁ ଧାନକେଣ୍ଡାରେ ଜୀବନ ବିଥିକା ।। ନଦୀପଠା ପଥୁରିଆ ତୁଠରେ...

LATEST REVIEWS

୨୪ ଘଣ୍ଟା ୨୪ ଖବର

0
ନିଟ ପରୀକ୍ଷାରେ ୭୨୦ରୁ ୭୨୦ ନମ୍ବର ରଖି ଶତ ପ୍ରତିଶତ ସଫଳତା ଲାଭ କଲେ ଓଡିଆ ପୁଅ ସୋଏବ ଆଫତାବ। ଓଡିଶାର ପ୍ରଥମ ଛାତ୍ର ଭାବେ ସୃଷ୍ଟି କଲେ ଇତିହାସ। ୧୭ ଅକ୍ଟୋବର ୨୦୨୦,...

ଶୁଭ ସକାଳ,ସବୁ ଖବର

0
ଖବର ଆଜିରତାରିଖ ୨୭/୧୦/୨୦ ମଙ୍ଗଳବାର। ୧-ଶ୍ରୀକ୍ଷେତ୍ରରେ ପଡ଼ିଲା ଚଳିତବର୍ଷର ନାଗାର୍ଜୁନ ବେଶର ମୁଳଦୂଆ । ଆସନ୍ତା ନଭେମ୍ବର ୨୭ରେ ମହାପ୍ରଭୁଙ୍କ ବିରଳ ନାଗାର୍ଜ୍ଜୁନ ବେଶ । ୨-ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା...

LATEST ARTICLES