Home Earth Care Beautiful Kalahandi Agriculture : photo by Dr Tribhuban Panda

Beautiful Kalahandi Agriculture : photo by Dr Tribhuban Panda

169
0
ADVERTISEMENT

କଳାହାଣ୍ଡିର ଚାଷ ଜମିରେ ଆଜି ବି କୁଜି ଗେଣ୍ଡା ମିଳୁଛନ୍ତି ଅର୍ଥ ସେ ଅଞ୍ଚଳର ଚାଷୀମାନେ ଆଜି ବି ମାଟି ମା’କୁ ସୁସ୍ଥ ରଖିଛନ୍ତି, ଯେଉଁ ମାଟିରେ
କୁଜି ଗେଣ୍ଡା ବଞ୍ଚିଛି, ଜିଆ ବଞ୍ଚିଛି, ବୁଝିବାକୁ ‌ହେବ ଯେ ସେ ମାଟି ଆଜି ବି ବଞ୍ଚିଛି ।

ମୁଁ ପୁନଃ ପୁନଃ ପ୍ରଣାମ କରୁଛି କଳାହାଣ୍ଡିର ଚାଷୀକୁଳକୁ ।

ଓଡିଶାର ଅନ୍ୟାନ୍ୟ ବହୁ ଅଞ୍ଚଳର ଚାଷଜମିରେ ତ ଆଜିକାଲି ଆଉ ଗେଣ୍ଡା, ଜିଆ ଇତ୍ୟାଦି ଦେଖିବାକୁ ମିଳୁନାହାନ୍ତି, ସେ ଅଞ୍ଚଳର ଚାଷୀମାନେ ଅଧିକ ଫସଲ ଅମଳ ଆଶାରେ ମାଟି ମା’କୁ ବିଷ ପେଇ ପେଇ ବେହାଲ କରି ସାରିଲେଣି, ଦେଶର ବର୍ଦ୍ଧିଷ୍ଣୁ ଜନତା କୁ ଆହାର ଯୋଗାଇବା ପାଇଁ ।

ଗୋଟିଏ ପଟେ ମଣିଷ ପେଟର ଭୋକ, ଅନ୍ୟ ପକ୍ଷରେ ମାଟିର ଜୀବନ,
ଏ ଦ୍ୱନ୍ଦ୍ବର ସମାଧାନ କାହିଁ ଯେ !! ।଼

ADVERTISEMENT