Home ୨୪ ଘଣ୍ଟା ୨୪ ଖବର 24 ଘଣ୍ଟା 24 ଖବର

24 ଘଣ୍ଟା 24 ଖବର

19
0

୫ ଡିସେମ୍ବର ୨୦୨୦, ବର୍ଷର ୩୪୦ତମ ଦିବସ ୪୯ତମ ଶନିବାର

୧) ଆନ୍ଦୋଳନକୁ ତୀବ୍ର କଲେ କୃଷକ ସଂଗଠନ, ଡିସେମ୍ବର ୮ରେ ‘ଭାରତ ବନ୍ଦ’ ଡାକରା।

୨) ମାଲକାନଗିରି ସୀମାରେ ଗୁଳିବିନିମୟ: ପୁଲିସ ଗୁଳିରେ ଜଣେ ନକ୍ସଲ ମିଲିସିଆ କମାଣ୍ଡର ନିପାତ‌।

୩) ପିଏଚଡି, ଏମଫିଲ୍ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ କଲେଜ ଓ ବିଶ୍ଵବିଦ୍ୟାଳୟର ଲାବୋରେଟୋରି।

୪) ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି।

୫) ୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା: ରିଜର୍ଭ ବ୍ୟାଙ୍କ।

୬) ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ପରିମଳ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ: ବାୟୁ ପ୍ରଦୂଷଣ ରୋକିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା।

୭) ବନ୍ଦେ ଉତ୍କଳ ଜନନୀକୁ ତୁରନ୍ତ ପ୍ରତ୍ୟାହାର କର- କୋଶଲ ରାଜ୍ୟ ସମନ୍ୱୟ ସମିତି।

୮) ଭାରତକୁ ୯୦ ମିଲିୟନ ଡଲାରର ସାମରିକ ଉପକରଣ ବିକ୍ରିକୁ ଅନୁମୋଦନ କଲା ଆମେରିକା।

୯) ଲାଇନ ଅଫ ଆକଚୁଆଲ କଂଟ୍ରୋଲ (ଏଲଏସି)ରେ ଭାରତର ଏକାସଙ୍ଗରେ ୧୦ ଆକାଶ ମିସାଇଲର ସଫଳ ପରୀକ୍ଷଣ।

୧୦) ସ୍କୁଲ ଫି ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

୧୧) ଜାନୁଆରି ୧୫ ତାରିଖରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା, ସଂଶୋଧନ ଓ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

୧୨) ଏଣିକି ଭୁବନେଶ୍ଵରରେ ଖୋଲା ଅକାଶ ତଳେ ଶୋଇବା ମନା‌।

୧୩) RBI ଗଭର୍ଣ୍ଣରଙ୍କ ଘୋଷଣା, ଜାନୁଆରୀ ପହିଲାରୁ ବଦଳିଯିବ ଡେବିଟ୍‌-କ୍ରେଡିଟ୍‌ କାର୍ଡ ପେମେଣ୍ଟ ପ୍ରକ୍ରିୟା।

୧୪) ଡିସେମ୍ବର ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ‌‌।

୧୫) ଜାନୁଆରୀ ପହିଲାରୁ ବଦଳିବ ପାଣି ବୋତଲ ପାଇଁ ନିୟମ, ସ୍ଵାଦରେ ହେବ ପରିବର୍ତ୍ତନ।

୧୬) କାନାଡା ଉପରେ ଭାରତ ଖପ୍ପା: ଜଷ୍ଟିନ୍ ଟ୍ରୁଡୋଙ୍କ ବୟାନକୁ ନେଇ ବିଦେଶ ମନ୍ତ୍ରାଳୟର ତୀବ୍ର ପ୍ରତିକ୍ରିୟା‌।

୧୭) ନିର୍ବାଚନ ଆୟୋଗଙ୍କୁ ହାଇକୋର୍ଟରୁ ଝଟକା, ବିନା ମୋହର ଥିବା ବାଲାଟ୍ ପେପରର ଗଣତି ରୋକିବାକୁ ଦେଲେ ଆଦେଶ।

୧୮) ପ୍ରଥମ ଦଫାରେ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ କରୋନା ଟିକା।

୧୯) ଡିଜିଟାଲ ଟ୍ରାନଜାକସନ୍ ଫେଲ୍ ହେଲେ ବ୍ୟାଙ୍କ ପ୍ରତିଦିନ ଦେବ ୧୦୦ ଟଙ୍କା ଜରିମାନା।

୨୦) ଏସସିବିରେ ଖୁବଶୀଘ୍ର ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା, ଆରଡିସି ସ୍ତରୀୟ ବୈଠକ ପରେ ନିଷ୍ପତ୍ତି।

୨୧) ୱେସକୋ ଓ ସାଉଥକୋକୁ କିଣିଲା ଟାଟାପାୱାର‌।

୨୨) ସୁପର ପାଓ୍ୱାର ହେବାକୁ ସୁପର ସୋଲଜର୍ ତିଆରି କରିଛି ଚୀନ୍, ଜୈବିକ ଉପାୟରେ ସୈନିକଙ୍କୁ କରିଛି ଶକ୍ତିଶାଳୀ ଓ ଦୁର୍ଦ୍ଦର୍ଷ।

୨୩) ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ କୋଭିଡ୍ କିମ୍ବା ହିଂସାରେ ମୃତ୍ୟୁ ଘଟିଲେ ମିଳିବ ୩୦ ଲକ୍ଷ ଅନୁକମ୍ପା ରାଶି।

୨୪) ମହାରାଷ୍ଟ୍ର ସୋଲାପୁର ଜିଲ୍ଲା ପରିଷଦ ସ୍କୁଲର ପ୍ରାଇମେରୀ ଶିକ୍ଷକ ରଣଜିତ ସିଂହ ଡିସଲେଙ୍କୁ ଗ୍ଲୋବାଲ୍‌ ଟିଚର ୨୦୨୦, ପୁରସ୍କାର ବାବଦ ପାଇବେ ୭ କୋଟି ଟଙ୍କା।

LEAVE A REPLY

Please enter your comment!
Please enter your name here