Home ୨୪ ଘଣ୍ଟା ୨୪ ଖବର ୨୪ ଘଣ୍ଟା ୨୪ଖବର

୨୪ ଘଣ୍ଟା ୨୪ଖବର

27
0

୨୭ ନଭେମ୍ବର ୨୦୨୦, ବର୍ଷର ୩୩୨ତମ ଦିବସ, ୪୮ତମ ଶୁକ୍ରବାର

୧) ବେସରକାରୀ ହସ୍ପିଟାଲରେ ଗଣିବାକୁ ପଡିବନି ଟଙ୍କା: ଏଣିକି କ୍ୟାପିଟାଲ ହସ୍ପିଟାଲରେ ମାଗଣାରେ MRI।

୨) ଆନ୍ଧ୍ରରେ ‘ନିଭାର’ ତାଣ୍ଡବ, ବିଭିନ୍ନ ସ୍ଥାନରେ ୩ ମୃତ, ୪ ଜିଲ୍ଲାରେ ୫ ଦିନ ଶିକ୍ଷାନୁଷ୍ଠାନ ଛୁଟି।

୩) ‘ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଛି’ :ସ୍ୱାସ୍ଥ୍ୟମନ୍ତ୍ରୀ।

୪) କୋଣାର୍କ ଫେଷ୍ଟିଭାଲ ଓ ଚନ୍ଦ୍ରଭାଗାରେ ଇଣ୍ଟରନ୍ୟାସନାଲ ସାଣ୍ଡ ଆର୍ଟ ଫେଷ୍ଟିଭାଲ ଆୟୋଜନକୁ ଚାଲେଞ୍ଜ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା।

୫) ୨୬ ବର୍ଷ ପରେ ବାରିପଦାରେ ନାଗାର୍ଜୁନ ବେଶ: ଦର୍ଶନରୁ ବଞ୍ଚିତ ହେବେ ଭକ୍ତ, ଲାଗୁହେଲା ୧୪୪ ଧାରା।

୬) କେନ୍ଦୁଝର କାନୁପୁର ସ୍ପିଲ ଚ୍ୟାନେଲ ଉପରେ ବନ୍ଧ ନିର୍ମାଣ ପ୍ରସଙ୍ଗ: ଗଡ଼କରୀଙ୍କୁ ଚିଠି ଲେଖିଲେ ନବୀନ।

୭) ମାଲକାନଗିରି ପୁଲିସକୁ ବଡ଼ ସଫଳତା: ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ମୃତ, ଏକେ-୪୭ ବନ୍ଧୁକ ଜବତ।

୮) ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ଗୁରୁତ୍ଵ ଦେଲେ ମୋଦୀ।

୯) ବିଶ୍ୱବିଦ୍ୟାଳୟ ସ୍ତରରେ ପଢ଼ାଯିବ ସାଇବର ସୁରକ୍ଷା ସଚେତନତା ପାଠ୍ୟକ୍ରମ।

୧୦) ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ, ନଭେମ୍ବର ୩୦ରୁ ଓଡ଼ିଶାରେ ବର୍ଷାନେଇ ସତର୍କ କଲେ IMD।

୧୧) ମୋ ସ୍କୁଲ୍ ଅଭିଯାନ୍ ଏବଂ ଥିଙ୍କଜୋନ୍ ପକ୍ଷରୁ ଷ୍ଟଡି ଫ୍ରମ ହୋମ କାର୍ଯ୍ୟକ୍ରମ।

୧୨) ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କୀ ହମଲା: ୨ଯବାନ ଶହୀଦ।

୧୩) ଅନ୍ତର୍ଜାତୀୟ ଉଡାଣ ଉପରେ ଲାଗିଥିବା ରୋକ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା।

୧୪) କରୋନା: ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା ଓ ୫ କେଜି ରାସନ୍‌।

୧୫) ଧରାପଡ଼ିଲା ପାକିସ୍ତାନର ମିଛ – ଜେଲ୍‌ ନୁହେଁ, ଘରେ ରହି ମଉଜ କରୁଛି ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍।

୧୬) ସୀମାରେ ଚୀନ ସେନାକୁ ନିର୍ଦ୍ଦେଶ ଦେଲେ ଜିନ୍ ପିଙ୍ଗ। କହିଲେ କୌଣସି ସମୟରେ ଭାରତ ସହ ହୋଇପାରେ ଯୁଦ୍ଧ।

୧୭) ଭଡାଟିଆଙ୍କ ପାଇଁ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ, ଦୂର ହେବ ଭଡ଼ା ଦେବା ଭୟ।

୧୮) ଲାଲୁଙ୍କ ବିରୋଧରେ ଏଫଆଇଆର; ବଙ୍ଗଳା ଛାଡି ଗଲେ ହସ୍ପିଟାଲ।

୧୯) ଜଣେ ପ୍ରାପ୍ତ ବୟସ୍କା ମହିଳା ଯେକୌଣସି ବ୍ୟକ୍ତିଙ୍କ ସହ ନିଜ ଇଚ୍ଛାରେ ରହିପାରିବେ: ଦିଲ୍ଲୀ ହାଇକୋର୍ଟ।

୨୦) ମଧ୍ୟରାତ୍ରିରୁ ଶ୍ରୀବିଗ୍ରହଙ୍କ ନାଗାର୍ଜୁନ ବେଶ ଆରମ୍ଭ, କୋଭିଡ କଟକଣା ପାଇଁ ଲାଗୁ ହେଲା ୧୪୪ ଧାରା।

୨୧) ଲାଞ୍ଚ କାରବାରରେ ଭାରତ ୧ ନମ୍ବର: ଭାରତୀୟମାନେ ସବୁ କାମ ପାଇଁ ଲବି କରନ୍ତି, ବ୍ୟକ୍ତିଗତ ସମ୍ପର୍କକୁ ଉପଯୋଗ କରନ୍ତି- ରିପୋର୍ଟ।

୨୨) ଅଟଳ ପେନ୍‌ସନ ଯୋଜନାରେ ୪୦ ଲକ୍ଷରୁ ଅଧିକ ନୂଆ ଉପଭୋକ୍ତା ସାମିଲ, ମିଳିବ ସର୍ବନିମ୍ନ ନିଶ୍ଚିତ ପେନ୍‌ସନ।

୨୩) ଏବେ ଚାକିରିଆଙ୍କ ଦୈନିକ କାର୍ଯ୍ୟସୀମା ୮ ଘଣ୍ଟା ବଦଳରେ ୧୨ ଘଣ୍ଟା ହୋଇପାରେ, ବଦଳିପାରେ ଛୁଟି ନିୟମ: ଶ୍ରମ ମନ୍ତ୍ରାଳୟର ପ୍ରସ୍ତାବ।

୨୪) କୌଣସି ସରକାର ସମ୍ବିଧାନକୁ ବିପଦରେ ପକାଇ ପାରିବେ ନାହିଁ: ଲୋକ ସଭା ବାଚସ୍ପତି।

LEAVE A REPLY

Please enter your comment!
Please enter your name here