Home ଧନ୍ୟବାଦ ସରକାର ୭୧ ଲକ୍ଷ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

୭୧ ଲକ୍ଷ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

25
0

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ନେତୃତ୍ୱରେ କୃଷକମାନଙ୍କ ସୁବିଧା ପାଇଁ ଚଳିତ ୨୦୨୦-୨୧ ଖରିଫ ଋତୁରେ ୭୧ଲକ୍ଷ ଟନ୍ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ପାଇବା ସହିତ ବହୁଳ ଉପକୃତ ହେବେ। #OdishaCaresForFarmers

Odt.

LEAVE A REPLY

Please enter your comment!
Please enter your name here