Home ୨୪ ଘଣ୍ଟା ୨୪ ଖବର ହିମାଚଳ ପ୍ରଦେଶ: ଫେବୃଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ହିମାଚଳ ପ୍ରଦେଶ: ଫେବୃଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

20
0

୨୪ ନଭେମ୍ବର ୨୦୨୦, ବର୍ଷର ୩୨୯ତମ ଦିବସ, ୪୭ତମ ମଙ୍ଗଳବାର

ହିମାଚଳ ପ୍ରଦେଶ: ଫେବୃଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଲେ ସରକାର।

୧) ୨୪ ଘଣ୍ଟାରେବାତ୍ୟା, ଓଡିଶାକୁ ସିଧାପ୍ରଭାବ ନାହିଁ।

୨) କରୋନା ଭ୍ୟାକସିନ ଉପରେ ଆଉ ଏକ ଗୁଡ୍ ନ୍ୟୁଜ୍, ଆଷ୍ଟ୍ରାଜେନେକା ୭୦ପ୍ରତିଶତ ପ୍ରଭାବଶାଳୀ।

୩) ସରକାରୀ କର୍ମଚାରୀଙ୍କ ଉପରେ ଅଙ୍କୁଶ ଲଗାଇଲେ ସରକାର, ଏଣିକି ଧର୍ମଘଟ ଜେଲ କିମ୍ବା ଜୋରିମାନା।

୪) ଆସୁଛି ବାତ୍ୟା ‘ନିଭାର’, ୨୬ ତାରିଖରେ ଛୁଇଁବ ସ୍ଥଳଭାଗ, ଓଡିଶାର ଚାରୋଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି।

୫) ପିପିଇ କିଟ୍ ଓମାସ୍କ କିଣା ଦୁର୍ନୀତି ମାମଲା, କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ।

୬) ଆମେରିକାରେ ଭାରତୀୟ ମହିଳା ପାଳିଲେ ଛଟ୍ ପୂଜା।

୭) ଭୀମ ଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ର ଇଂରାଜୀ ଅନୁବାଦ ପ୍ରକାଶିତ ।

୮) ସ୍କୁଲ ଫି’ ପ୍ରସଙ୍ଗ: କେତେ କମାଇବେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୯) ଖୁସି ଖବର: ଫେବୃଆରୀ ସୁଦ୍ଧା ୫୦୦୦ ଟଙ୍କା ଶସ୍ତା ହୋଇପାରେ ସୁନା ଦାମ।

୧୦) ରିଲାଏନ୍ସ ରିଟେଲ୍‌ର ‘ଭୋକାଲ୍‍ ଫର ଲୋକାଲ’ ଅଭିଯାନରେ ୩୦ ହଜାର ହସ୍ତଶିଳ୍ପ କାରିଗର ଓ ୪୦ ହଜାରରୁ ଊର୍ଦ୍ଧ୍ୱ କାରିଗରି ଉତ୍ପାଦ ସାମିଲ୍‌।

୧୧) ନାଗାର୍ଜୁନ ବେଶ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି।

୧୨) ହିମାଚଳ ପ୍ରଦେଶ: ଫେବୃଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଲେ ସରକାର।

୧୩) ଜି -୨୦ରୁ ପାକିସ୍ତାନକୁ ୮୦୦ ମିଲିୟନ ଡଲାର ଋଣ ଛାଡ଼।

୧୪) ୧୫ରୁ କମ୍ ପିଲା ଥିଲେ ସ୍କୁଲରେ ଝୁଲିବ ତାଲା, ବିଧାନସଭାରେ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷା ମନ୍ତ୍ରୀ।

୧୫) ଛତିଶଗଡ଼ରେ ଗୁଳିବିନିମୟ: ୩ ମାଓବାଦୀ ନିହତ।

୧୬) ୨୦୨୧ ସେପ୍ଟେମ୍ବର ସୁଦ୍ଧା ୨୫ରୁ ୩୦ କୋଟି ଭାରତୀୟଙ୍କୁ ମିଳିବ କରୋନା ଟିକା।

୧୭) କୋଭିଡ ସଂକ୍ରମଣ ସ୍ଥିତିକୁ ଦେଖି ସମସ୍ତ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ୨ ଦିନ ମଧ୍ୟରେ କରୋନା ନେଇ ଷ୍ଟାଟସ୍ ରି‌ପୋର୍ଟ ଦିଅ।

୧୮) ପଶ୍ଚିମ ଅଷ୍ଟ୍ରେଲିଆର କେବୁଲ ବିଚ ନିକଟରେ ଅଘଟଣ: ସାର୍କ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ।

୧୯) ବିଶ୍ୱର ଶ୍ରେଷ୍ଠ ସହର ତାଲିକା; ୬୨ତମ ସ୍ଥାନରେ ଦିଲ୍ଲୀ।

୨୦) ମହାନଦୀ ମୁହାଣରେ ପ୍ରତିଷ୍ଠା ହେବ ନଦୀ ଭିତ୍ତିକ ବନ୍ଦର ! ପ୍ରାୟ ୧୫ ହଜାର ଆଶାୟୀ ପାଇବେ ନିଯୁକ୍ତି।

୨୧) ଫେଲ୍ ମାରିଲା ପାକିସ୍ତାନର ଷଡଯନ୍ତ୍ର। ଗୁପ୍ତ ସୁଡଙ୍ଗ ଦେଇ ଭାରତକୁ ଆସିଥିବା ଆତଙ୍କବାଦୀଙ୍କୁ ମାରିଲା ଭାରତୀୟ ସେନା।

୨୨) ଶ୍ରୀନଗର: ୨୫ ହଜାର କୋଟି ଜମି ଘୋଟାଲାର ତଦନ୍ତ କରିବ ସିବିଆଇ।

୨୩) ୪୦ ନିୟୁତ କୋଭିଡ଼ ଟିକା ପ୍ରସ୍ତୁତ, ଆର ମାସରେ ଆଉ ୬୦ ନିୟୁତ ଡ଼ୋଜ: ସୂଚନା ଦେଲେ ସେରମ ମୁଖ୍ୟ ଆଦର ପୁନାୱାଲା।

୨୪) ଡିସେମ୍ୱରରେ ଆସିପାରେ କରୋନାର ଦ୍ୱିତୀୟ ଲହରୀ।

LEAVE A REPLY

Please enter your comment!
Please enter your name here