Home କବିତା ସନ୍ଥ

ସନ୍ଥ

13
0

୫. ସନ୍ଥ

ସତ୍ଯ କହିବ ନିତ୍ଯ ତୁଣ୍ଡେ
ଶାନ୍ତିରେ ଥିବ ହୃଦ ପିଣ୍ଡେ

ଦୟା ଯେ କରିବ ହସ୍ତରେ
କ୍ଷମା କରିବ ଦୋଷୀ ଠାରେ

ଧର୍ମ କରିବ ଅନ୍ନ ଦେଇ
ଦୁଃଖୀ ଦରିଦ୍ରଙ୍କୁ ଭୁଞ୍ଜାଇ

ଏ ପାଞ୍ଚ ଲକ୍ଷଣ ଯାହାର
ସନ୍ଥ ବୋଲିବା ସେହୁ ନର

ଦୀନ ଅଚ୍ଯୁତ କହେ ସାର
ମାୟା ମୋହରୁ ହୁଅ ପାର

  • ମହାପୁରୁଷ ଅଚ୍ଯୁତାନନ୍ଦ

LEAVE A REPLY

Please enter your comment!
Please enter your name here