Home କବିତା ସନ୍ଥ ସୁଲେଖାକବିତାପୁରାତନ ସାହିତ୍ୟ ସନ୍ଥ By Laxmidhar Nayak - November 19, 2020 13 0 Share Facebook Twitter Telegram WhatsApp Email Print ୫. ସନ୍ଥ ସତ୍ଯ କହିବ ନିତ୍ଯ ତୁଣ୍ଡେଶାନ୍ତିରେ ଥିବ ହୃଦ ପିଣ୍ଡେ ଦୟା ଯେ କରିବ ହସ୍ତରେକ୍ଷମା କରିବ ଦୋଷୀ ଠାରେ ଧର୍ମ କରିବ ଅନ୍ନ ଦେଇଦୁଃଖୀ ଦରିଦ୍ରଙ୍କୁ ଭୁଞ୍ଜାଇ ଏ ପାଞ୍ଚ ଲକ୍ଷଣ ଯାହାରସନ୍ଥ ବୋଲିବା ସେହୁ ନର ଦୀନ ଅଚ୍ଯୁତ କହେ ସାରମାୟା ମୋହରୁ ହୁଅ ପାର ମହାପୁରୁଷ ଅଚ୍ଯୁତାନନ୍ଦ