ରାଜ୍ୟରେ ଜିଲ୍ଲାୱାରୀ କରୋନା ଥଣ୍ଡା ଜ୍ୱର ସ୍ଥିତି
Covid-19 Report of Odisha for 31st October
New Positives Cases: 1709
New Recoveries: 1911
District Wise Cases
ଖଟିଖିଆ ସାହସୀ ଗ୍ରୁପ୍ :
- Gajapati: 4
- Sonepur: 7
- Deogarh: 9
- Bhadrak: 11
- Rayagada: 16
- Boudh: 18
- Ganjam: 19
- Kandhamal: 20
- Nawarangpur: 26
- Jharsuguda: 28
ଢିଲାମରା ଚଗଲା ଗ୍ରୁପ୍ :
- Nayagarh: 29
- Koraput: 38
- Malkangiri: 39
- Jajpur: 41
- Sambalpur: 43
- Kendrapada: 50
- Balangir: 53
- Puri: 58
- Balasore: 61
- Dhenkanal: 64
ବେପରୁଆ ବଗୁଲିଆ ଗ୍ରୁପ୍ :
- Jagatsinghpur: 68
- Kalahandi: 72
- Keonjhar: 72
24 .Angul: 79 - Nuapada: 86
- Bargarh: 99
ଲୁଟିଖିଆ ବେଶି ବୁଦ୍ଧିଆ ଶିକଚାଲିଆ ଗ୍ରୁପ୍ :
- Sundargarh: 107
- Cuttack: 115
- Mayurbhanj: 121
- Khurda: 221
- State Pool: 35
Cumulative Tested: 46,01,860
Positive: 2,91,825
Recovered: 2,75,749
Active cases: 14,692
କରୋନା ଭାଇରସ ବାଘ ଭଳି , ଲାଜକୁଳା ବି ଜୀବନ ହାନିକାରୀ ବି, ତା ସହ ସମୁଚିତ ବ୍ୟବହାର କଲେ ସେ ତାର ସୀମା ଉଲ୍ଲଂଘନ କରେନି |
ଇଂଲଣ୍ଡର ଜୀବବିଜ୍ଞାନୀ, ପରିବେଶବିତ୍ ଏବଂ ସଂକ୍ରାମକ ରୋଗ ବିଶେଷଜ୍ଞ ଭଳି ୨୨ ଜଣ ବୈଜ୍ଞାନିକଙ୍କ ମତରେ ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ବି ମଣିଷ ଦେହରେ ପ୍ରବେଶ କରିବାରେ କୌଣସି ପ୍ରତିବନ୍ଧକ ନାହିଁ । ତଥାପି ମଣିଷ ବଞ୍ଚିଛି, ସେମାନେ ବି ବଞ୍ଚିଛନ୍ତି , କୋଟି କୋଟି ବର୍ଷ ଧରି | ପ୍ରକୃତିଦତ୍ତ ସ୍ୱ ସ୍ୱ ବଞ୍ଚିବାର କଳା ନେଇ |
