Home ସବୁ ଖବର କମୁନିଷ୍ଟ ମାନଙ୍କୁ ସିବିଆଇ ଡରେ କାହିଁକି, କଣ ଏହାର ଭିତିରି କଥା ?

କମୁନିଷ୍ଟ ମାନଙ୍କୁ ସିବିଆଇ ଡରେ କାହିଁକି, କଣ ଏହାର ଭିତିରି କଥା ?

191
0

ବାମପନ୍ଥୀମାନଙ୍କର ୮ମୂଖ୍ୟମନ୍ତ୍ରୀ
କମ୍ରେଡ୍ ଜ୍ୟୋତି ବସୁ ୫ ଥର ମୂଖ୍ୟମନ୍ତ୍ରୀ


କମ୍ରେଡ୍ ଇ ଏମ୍ ଏସ ନମ୍ବୁଦ୍ରିପାଦ ୨ଥର ମୁଖ୍ୟମନ୍ତ୍ରୀ


କମ୍ରେଡ୍ ନୃପେନ ଚକ୍ରବର୍ତ୍ତୀ ୨ ଥର ମୁଖ୍ୟମନ୍ତ୍ରୀ


କମ୍ରେଡ୍ ଅଚ୍ୟୁତାନନ୍ଦନ ୧ଥର ମୁଖ୍ୟମନ୍ତ୍ରୀ


କମ୍ରେଡ୍ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ୨ ଥର ମୁଖ୍ୟମନ୍ତ୍ରୀ


କମ୍ରେଡ୍ ମାଣିକ ସରକାର ୪ଥର ମୁଖ୍ୟମନ୍ତ୍ରୀ


କମ୍ରେଡ୍ ଦଶରଥ ଦେବ ୧ଥର ମୁଖ୍ୟମନ୍ତ୍ରୀ


କମ୍ରେଡ୍ ପିନାରାଈ ବିଜୟନ ବର୍ତ୍ତମାନ କେରଳର ମୁଖ୍ୟମନ୍ତ୍ରୀ


ବଙ୍ଗଳା,କେରଳ, ତ୍ରିପୁରା ରେ ବର୍ଷ ପରେ ବର୍ଷ ସରକାର କରି ଛନ୍ତି ବାମପନ୍ଥୀ ଦଳ ମାନେ
ହେଲେ କାହାରିକୁ ଜେଲ୍ ଯିବାକୁ ହୋଇନାହିଁ, ସିବିଆଇ,ଇଡି ର ସାମ୍ନା କାହାକୁ କରିବାକୁ ପଡି ନାହିଁ,

କାରଣ ଏମାନେ କେହି ଚୋର ନୁହଁନ୍ତି, ଚୋରକୁ ଘଣ୍ଟ ଘୋଡାନ୍ତି ନାହିଁ ବା ଚୋରଙ୍କ ପାଇଁ ଧାରଣା ଦିଅନ୍ତି ନାହିଁ,
ସାରା ଦେଶରେ ସମସ୍ତ ଦଳ ବିପକ୍ଷରେ ଆର୍ଥିକ ଘୋଟାଲା କୁ ନେଇ ତଦନ୍ତ ଚାଲୁଥିଲା ବେଳେ ଆଜି ପର୍ଯ୍ୟନ୍ତ ବାମପନ୍ଥୀ ମାନଙ୍କ ବିରୋଧରେ କୈାଣସି ତଦନ୍ତ ହୋଇନାହିଁ

ତଥାପି ଲୋକ ଏମାନଙ୍କୁ ପସନ୍ଦ ନକରି ଦକ୍ଷୀଣ ପନ୍ଥୀ ମାନଙ୍କୁ ପସନ୍ଦ କରନ୍ତି, ଯେଉଁ ଦଳ ମାନଙ୍କରେ ପୁଳା ପୁଳା ଚୋରି ପଇସା ଗୋଟିଏ ଲୋକର ପ୍ରାର୍ଥୀ ହେବାର ପ୍ରଥମ ଯୋଗ୍ୟତା ହୋଇଥାଏ

ସବୁଠୁ ହାସ୍ୟାସ୍ପଦ କଥା ହେଲା ଲୋକେ ଏମାନଙ୍କୁ ଭୋଟ ଦେଇ ସେଇ ମାନଙ୍କୁ ସ୍ଟେଜ୍ ରେ ବସେଇ ଶପଥ ନିଅନ୍ତି ଦୁର୍ନୀତି ନିବାରଣ ସପ୍ତାହ ପାଳନ କରିବା ପାଇଁ

ସତରେ କମୁନିଷ୍ଟ ନେତାଙ୍କ ବିରୁଦ୍ଧରେ ଅନ୍ୟାନ୍ୟ ନେତାମାନଙ୍କ ଭଲି ଗଣ୍ଡା ଗଣ୍ଡା ସିବିଆଇ ଇଡି ଇନ୍କମ୍ ଟ୍ୟାକ୍ସ କେଶ୍ କାହିଁକି ହୁଏନି ?

ଏ ଦୁର୍ନିତୀ ନିବାରଣ ସପ୍ତାହ ରେ ଏହା ଏକ ଭାବିବା ଭଳି ବିଷୟ ନୂହେଁ କି ??

LEAVE A REPLY

Please enter your comment!
Please enter your name here