Home ସବୁ ଖବର ଚାଲ ଜହ୍ନରେ ଲେଖିବା ନାଆଁ

ଚାଲ ଜହ୍ନରେ ଲେଖିବା ନାଆଁ

48
0

ଆପଣ ଏବେ ଜହ୍ନରେ ଏବଂ ଜାମ୍ମୁ କାଶ୍ମୀରରେ ଘର କରି ରହି ପାରିବେ

ଦେଶର ଯେକୌଣସି ବ୍ୟକ୍ତି ଏବେ ଜମ୍ମୁ-କଶ୍ମୀରରେ ଜମି କିଣି ସେଠାରେ ଘରଦ୍ୱାର କରି ରହିପାରିବେ । ଗୃହ ମନ୍ତ୍ରାଳୟ ଦ୍ୱାରା ଏନେଇ ମଙ୍ଗଳବାର ଏକ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଚାଷ ଜମି କ୍ଷେତ୍ରରେ ଏହି ନିୟମ ଲାଗୁ ହୋଇପାରିବ ନାହିଁ ବୋଲି ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି।

ଚନ୍ଦ୍ରପୃଷ୍ଠରେ ମାନବ ସଭ୍ୟତା ବସତି ସ୍ଥାପନ କରିବାର ଆଶା ଉଜ୍ଜୀବିତ ହୋଇଛି। କାରଣ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ ପାଇଛି। ପର୍ଯ୍ୟବେକ୍ଷଣ ଯାନ ’ସୋଫିଆ’ ଜରିଆରେ ଜଳ ସନ୍ଧାନ କରାଯାଇଥିବା ନାସା କହିଛି।

ଏଠାରେ ସୂଚନା ଯୋଗ୍ୟ ଯେ ଜହ୍ନ ସ୍ୱର୍ଗ ରାଇଜରେ ଥିଲେ ମଧ୍ୟ କାଶ୍ମୀରକୁ ପୃଥିବୀର ଭୁସ୍ୱର୍ଗ ମଧ୍ୟ କୁହାଯାଇଥାଏ |

LEAVE A REPLY

Please enter your comment!
Please enter your name here