Home ସମ୍ଯକ୍ ପରିଚୟ ଅର୍ଚ୍ଚନା ପଟ୍ଟନାୟକ IAS

ଅର୍ଚ୍ଚନା ପଟ୍ଟନାୟକ IAS

173
0

ଏପ୍ରିଲ ୨୦, ୧୯୭୪ରେ ଓଡ଼ିଶାରେ ଜନ୍ମିତ ଅର୍ଚ୍ଚନା ପଟ୍ଟନାୟକ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଓ ଏମ.ଫିଲ କରିଛନ୍ତି ।

୨୦୦୨ରେ ସେ ଭାରତୀୟ ପ୍ରଶାସନିକ ସେବାରେ ତାମିଲନାଡୁ କ୍ୟାଡରରେ ଉପଜିଲ୍ଲାପାଳ ଭାବେ ଚାକିରି ଆରମ୍ଭ କରି ସେ ନୀଳଗିରି ଓ କୋଏମ୍ବାଟୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଆନ୍ତଃରାଜ୍ୟ ଡେପୁଟେସନରେ ଓଡିଶା ଆସି ପର୍ଯ୍ୟଟନ ନିର୍ଦ୍ଦେଶକ, ଓଡିଶା ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦ୍ଦେଶକ, ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଏବେ ଅର୍ଚ୍ଚନା ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଏହାସହିତ ଅତିରିକ୍ତ ଭାବେ ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here