Home ସ୍କରଣୀୟମ୍ ୧୫୦ ତମ ଗାନ୍ଧୀ ଜୟନ୍ତୀ

୧୫୦ ତମ ଗାନ୍ଧୀ ଜୟନ୍ତୀ

36
0
” ଓଡିଶାରେ ଗାନ୍ଧିଜୀ ” ଶୀର୍ଷକ ପ୍ରାମାଣିକ ଚଳଚିତ୍ର : ଓଡିଶା ସାହିତ୍ଯ ଏକାଡେମୀ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର

Odt

ଗାନ୍ଧୀ ବିଚାର ଧାରା…..

  • ଦୁର୍ବଳ କେବେ କ୍ଷମା ଦେଇପାରିବ ନାହିଁ , କିନ୍ତୁ ସବଳର ଆଭୂଷଣ କ୍ଷମା
  • ମିଛର ଆୟୁଷ କମ୍ ଏବଂ ସତ୍ଯର ଅଧିକ, ମିଛ କୋଳାହଳରେ ଆସେ ହଠାତ୍ ଉଭେଇ ଯାଏ, ସତ୍ଯ ନୀରବରେ ଆସେ ସବୁଦିନ ରହେ
  • ଭବିଷ୍ଯତ ନିର୍ଭର କରେ ଆଜି ତୁମର କାମ ଉପରେ
  • ସମାଜରେ ପରିବର୍ତ୍ତନ ଆଣିବାକୁ ହେଲେ ନିଜଠାରୁ ହିଁ ଆରମ୍ଭ କରିବା ଦରକାର
  • ବିଶ୍ବରେ ବାସ୍ତବ ଶାନ୍ତି ଆଣିବାକୁ ହେଲେ, ପିଲାଙ୍କୁ ଶିକ୍ଷିତ କରିବା ଦରକାର
  • ଜୀବନକୁ ଏମିତି ବଞ୍ଚ ସତେ ଯେମିତି କାଲିକୁ ତୁମେ ଆଉ ନଥିବ, ଏମିତି ପଢ଼ ଯେମିତି ସବୁଦିନ ତୁମର ମନେ ରହିବ
  • ମାନବିକତା ଉପରୁ ବିଶ୍ବାସ ହରାଇବା ଉଚିତ ନୁହେଁ, କାରଣ ଏହା ଏକ ସମୁଦ୍ର
  • ପ୍ରଥମେ ସେମାନେ ପଚାରିବେ ନାହିଁ, ତା ପରେ ତୁମ ଉପରେ ହସିବେ, ପରେ ସେମାନେ ହିଂସା କରିବେ ଆଉ ଶେଷରେ ତୁମେ ଜିତିବ

LEAVE A REPLY

Please enter your comment!
Please enter your name here