Home ଐତିହ୍ୟ କିରାତେଶ୍ୱର ମହାଦେବ ମନ୍ଦିର, ସିକ୍କିମ

କିରାତେଶ୍ୱର ମହାଦେବ ମନ୍ଦିର, ସିକ୍କିମ

22
0

କିରାତେଶ୍ୱର ମହାଦେବ ମନ୍ଦିର, ସିକ୍କିମ

ପୌରାଣିକ କଥାବସ୍ତୁ ଅନୁଯାଇ ଅର୍ଜୁନ ଏଠାରେ ଶିଵଙ୍କୁ ତପସ୍ୟା କରି ପlଶୁପତ ଅସ୍ତ୍ର ସମେତ ଅନେକ ଦିବ୍ୟାସ୍ତ୍ର ଲାଭ କରିଥିଲେ l

ଭଗବାନ ଶିଵ ଅର୍ଜୁନଙ୍କୁ ପରୀକ୍ଷା କରିବାକୁ ଏଠାରେ ନିଜେ ଶବର କିରାତ ରୂପ ଧାରଣ କରିଥିଲେ l ଗଣ୍ଡା ବଧ କରି ଉଭୟେ ଏହାକୁ ନିଜ ନିଜର ଶିକାର ରୂପେ ଦାବି କଲେ l ତାପରେ ଶିବ ଓ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ହେଲା | ଶିଵ ପ୍ରସନ୍ନ ହୋଇ ଅର୍ଜୁନଙ୍କୁ ବରଦାନ କରିଥିଲେ l

ପରେ ସେଠାରେ ଏକ ଶିଵ ଲିଙ୍ଗ, ତତ୍ ପରେ ଏକ ଛୋଟ ମନ୍ଦିର ଓ 1640 ରୁ 1650 ମଧ୍ୟରେ କାମରୂପ ନରପତିଙ୍କ ଦ୍ୱାରା ବର୍ତ୍ତମାନର ମନ୍ଦିର ସେଠାରେ ନିର୍ମିତ ହୋଇଥିଲା ବୋଲି କୁହାଯାଏ |

ଏହା ଏବେ ଶିବ ଭକ୍ତ ମାନଙ୍କର ଏକ ପ୍ରମୁଖ ତୀର୍ଥ କ୍ଷେତ୍ର l

  • Bhabani Prasad Mishra

LEAVE A REPLY

Please enter your comment!
Please enter your name here