Home ସବୁ ଖବର ଦୁଇ ଓଡିଆ ପୁଅ

ଦୁଇ ଓଡିଆ ପୁଅ

35
0

ବିଏସ୍ଏଫ୍’ ଆଇଜି ଭାବେ ନିଯୁକ୍ତ ହେଲେ ଓଡ଼ିଶା କ୍ୟାଡର୍‌ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥ‌।

ଓଡ଼ିଆ IRS ଅଫିସର ସୀମାଞ୍ଚଳ ଦାଶ, 3 ବର୍ଷ ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ନିର୍ଦ୍ଦେଶକଙ୍କ ପରାମର୍ଶଦାତା ନିଯୁକ୍ତ। ସେ ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରାଇଭେଟ ସେକ୍ରେଟାରୀ ମଧ୍ଯ ଥିଲେ। ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here