Home ସବୁ ଖବର ସୁସ୍ଥତା ହାର 80.5 % କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ମାତ୍ର 1.6...

ସୁସ୍ଥତା ହାର 80.5 % କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ମାତ୍ର 1.6 %

36
0

କରୋନା ଆରୋଗ୍ୟ ରେ ଭାରତ ବିଶ୍ୱରେ ପ୍ରଥମ। ସୁସ୍ଥତା ହାର 80.5 % କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ମାତ୍ର 1.6 % ଅଛି। ମ୍ରୁତ୍ୟୁ ହାର 0 ସ୍ତର କୁ ଆଣିବାକୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି, ଲୋକେ ଆତଙ୍କିତ ନହୋଇ ସହଯୋଗ କଲେ ଏ ସଫଳତା ନିଶ୍ଚୟ ମିଳିବ ବୋଲି ଆଶା। ଆଜି ସୁସ୍ଥ ହେଲେ ଜଣେ 91 ବର୍ଷ ବୟସ୍କ ବ୍ୟକ୍ତି ଧିରେନ୍ଦ୍ର ନାଥ ଦାସ। ଆତଙ୍କିତ ନହେଲେ କରୋନା କୁ ପରାସ୍ତ କରିବା ସହଜ। କରୋନା ରୋଗୀଙ୍କ ସହ ମଧୁର କଥା ହେବାକୁ ନବୀନଙ୍କ ପରାମର୍ଶ ।

LEAVE A REPLY

Please enter your comment!
Please enter your name here