Home ଜିବୀକା ଭାରତୀୟ ନେଭିରେ ମହିଳା ଅଧିକାରୀ

ଭାରତୀୟ ନେଭିରେ ମହିଳା ଅଧିକାରୀ

30
0

ଭାରତୀୟ ନାଭିରେ ପ୍ରଥମ ଥର ପାଇଁ ୨ ମହିଳା ଅଧିକାରୀ ଯୋଗ ଦେଇଛନ୍ତି। ଏହି ଦୁଇ ଅଧିକାରୀଙ୍କୁ ନୌସେନାର ହେଲିକପ୍ଟର ବିଭାଗରେ ଅବଜର୍ଭର ଭାବେ ନିଯୁକ୍ତି ଦିଆଯାଇଛି। ଏହି ଦୁଇ ମହିଳା ସେନା ଅଧିକାରୀ ହେଲେ ଲେଫ୍ଟନାଣ୍ଟ କୁମୁଦିନି ତ୍ୟାଗୀ ଓ ସବ୍‌ ଲେଫ୍ଟନାଣ୍ଟ ରୀତି ସିଂହ।

ଏଣିକି ମହିଳା ମାନେ ଭାରତୀୟ ନେଭି ର ଲ, logistic, ATC observer, Naval architecture, education branch ରେ ସ୍ଥାୟୀ କ୍ୟାଡର୍ ଭାବେ ନିଯୁକ୍ତ ହୋଇ ପରିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।

ଇଣ୍ଡିଆନ୍ ଏୟାର ଫୋର୍ସ ଓ ନେଭି ରେ ମହିଳାଙ୍କ ନିଯୁକ୍ତି ଭବିଷ୍ୟତ ରେ ବହୁ ବିଶୃଙ୍ଖଳା ସୃଷ୍ଟି କରିବା ନେଇ ଅବଶ୍ଯ ଏକ ଅମୂଳକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଛନ୍ତି କେନ୍ଦ୍ର ସରକାର।

LEAVE A REPLY

Please enter your comment!
Please enter your name here