Home କୁହ ସରକାର ଏମାନେ ସୈନିକ ନା ସରକାରୀ ଚାକିରିଆ ?

ଏମାନେ ସୈନିକ ନା ସରକାରୀ ଚାକିରିଆ ?

47
0

ମୋ ଦେଶର ଜବାନ ମୋ ମାତୃଭୂମୀର ରକ୍ଷାକାରି ସୈନିକ ନା କାହାର ବ୍ୟକ୍ତିଗତ ହୋମ୍ ଗାର୍ଡ ?

ଆଜି ସରକାର କହିବେ ଯା କାର୍ଗିଲରେ ଲଢି ପରମ ବୀର ଚକ୍ର ଉପାଧି ପାଇବୁ, କାଲି କହିବେ ଯା କଙ୍ଗଣାର ଅଗଣାରେ ଦ୍ୱାରପାଳ ହବୁ – ଏହା କଣ ଠିକ୍ ?

ଆଚ୍ଛା, ଭାରତୀୟ ନାଗରୀକ ଯଦି କଙ୍ଗଣାର ଦ୍ୱାରପାଳକୁ ବି ଜୟ ଜବାନ୍ କହି ସାଲ୍ୟୁଟ ମାରନ୍ତି, ତାହେଲେ ଏହା ଦେଶ ପ୍ରତି ଏକ ଅପମାନରେ ଗଣା ହେବ କି ?

ଆମ ଗୃହମନ୍ତ୍ରୀ, ଆମ ପ୍ରଧାନ ମନ୍ତ୍ରୀ ଦେଶର ସୀମା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଜୀବନକୁ ପାଣି ଛଡେଇ ଦେଇଥିବା ଆମ ଦେଶର ବୀର ସୈନିକମାନଙ୍କୁ ସରକାରୀ ଚାକିରୀଆ ଜ୍ଞାନ କରି ଏପରି କରୁ ନାହାନ୍ତି ତ ?

LEAVE A REPLY

Please enter your comment!
Please enter your name here