
୧୧ ସେପ୍ଟେମ୍ବର ୨୦୨୦, ବର୍ଷର ୨୫୫ତମ ଦିବସ, ୩୭ତମ ଶୁକ୍ରବାର
୧) ‘ନିଟ୍’-୨୦୨୦ ପରୀକ୍ଷା ପରିଚାଳନା ପାଇଁ ଏସ୍ଓପି।
୨) ୧୪ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ।
୩) ଆଖଣ୍ଡଳମଣିଙ୍କ ମନ୍ଦିରରେ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆରମ୍ଭ, ମଳମାସ ପାଇଁ ୪୫ଦିନ ଧରି ଚାଲିବ ପୂଜାର୍ଚ୍ଚନା।
୪) ପରେଶ ରାଓ୍ଵଲ ହେଲେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ଅଧ୍ୟକ୍ଷ।
୫) ସେପ୍ଟେମ୍ବର ୧୫ ଯାଏଁ ବର୍ଷା: ଓଡିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

୬) ସଂସଦକୁ ପ୍ରଥମଥର ପାଇଁ ସଦସ୍ୟ ପଠାଇଲେ ଅନଲାଇନ୍ ପ୍ରଶ୍ନ, ୬୨% କାମ ହେଲା ଡିଜିଟାଲ ।
୭) ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନ୍ଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ।
୮) ଜେଇଇ ମେନ୍ ଭଳି ହେବ ନିଟ୍ ପରୀକ୍ଷା ।
୯) ଆସନ୍ତା ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ।
୧୦) ୨୦୧୯-୨୦ ବର୍ଷ ପାଇଁ ଇପିଏଫଧାରୀଙ୍କୁ ଦୁଇଟି କିସ୍ତିରେ ମିଳିବ ସୁଧ।

୧୧) ରାମ ମନ୍ଦିର ଟ୍ରଷ୍ଟ ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ଗାଏବ ଅଭିଯୋଗ।
୧୨) ହୋମ୍ ଆଇସୋଲେସନ୍ ଓ ହୋମ କ୍ବାରେଣ୍ଟାଇନ୍ ଡିସଚାର୍ଜ ସାର୍ଟିଫିକେଟ୍ ଦେବ ବିଏମସି।
୧୩) ୧୪ରୁ ଆରମ୍ଭ ହେବ ଡ଼ିଏଲ ଦକ୍ଷତା ଟେଷ୍ଟ।
୧୪) ଜର୍ମାନୀରେ ବ୍ୟାପିଲା ସ୍ୱାଇନ ଫ୍ଲୁ।
୧୫) ଉଦ୍ଧବ ଠାକରେଙ୍କ ଫାର୍ମହାଉସ୍ରେ ବଳପୂର୍ବକ ପ୍ରବେଶ ଅଭିଯୋଗ, ଗିରଫ ହେଲେ ୩ ରିପବ୍ଲିକ୍ ଟିଭି କର୍ମଚାରୀ।

୧୬) ସ୍ଵତନ୍ତ୍ର ଅଦାଲତରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ବିଚାର; ନିର୍ଦେଶ ଦେଲେ ସୁପ୍ରିମକୋର୍ଟ।
୧୭) ଲକ୍ଷଣ ଥାଇ ରିପୋର୍ଟ ନେଗେଟିଭ ହେଲେ ଆରଟିପିସିଆର ଟେଷ୍ଟ ପାଇଁ କେନ୍ଦ୍ର ଦେଲା ନିର୍ଦ୍ଦେଶ।
୧୮) ବିନା ଭକ୍ତରେ ମା’ ଭଟ୍ଟାରିକାଙ୍କ ପୀଠରେ ଶାରଦୀୟ ପୂଜା ଆରମ୍ଭ ।
୧୯) ଆରଜେଡି ଛାଡିଲେ ରଘୁବଂଶ ପ୍ରସାଦ ।
୨୦) ଭାରତ ଚାପରେ କୂଳଭୂଷଣଙ୍କ ପାଇଁ ଆଇନ ପରିବର୍ତ୍ତନ କରାଯିବନି : ପାକିସ୍ତାନ ।

୨୧) ଟୁ-ଜି ମାମଲା: ପୂର୍ବ ଦୂରସଞ୍ଚାରମନ୍ତ୍ରୀ ଏ. ରାଜାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ ।
୨୨) ବୌଦ୍ଧରେ ନିର୍ମାଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ।
୨୩) ବିଜେପିରେ ଯୋଗଦେଲେ କଙ୍ଗନାଙ୍କ ମାଆ ।
୨୪) ବୌଦ୍ଧ ଜିଲ୍ଲାରୁ ଦାଦନ ଶ୍ରମିକ ନେଇ ଆସୁଥିବା ତାମିଲନାଢୁ ବସ ଦୁର୍ଘଟଣାଗ୍ରସ୍ତ: ୯ ଆହାତ ୪ ଗୁରୁତର ।