Home ସବୁ ଖବର ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ସୁପାରିସ୍

ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ସୁପାରିସ୍

17
0

-୨୪ ଘଣ୍ଟା ୨୪ ଖବର-

୧୦ ସେପ୍ଟେମ୍ବର ୨୦୨୦, ବର୍ଷର ୨୫୪ତମ ଦିବସ ୩୭ତମ ଗୁରୁବାର

୧) ‘ଭାରତରେ ଅକ୍ସଫୋର୍ଡ ଟିକା ‘କୋଭିସିଲ୍‌ଡ’ ଟ୍ରାଏଲ୍‌ ବନ୍ଦ ହେବନି’।

୨) ଚଳିତ ଅଧିବେଶନରେ ଓଡ଼ିଶା ବିଧାନସଭାରେ ରହି ନପାରେ ପ୍ରଶ୍ନକାଳ; ପ୍ରସ୍ତାବକୁ ବିରୋଧୀଙ୍କ ବିରୋଧ।

୩) କନ୍ଧମାଳ ସୀମାନ୍ତ ଧୁସେରି ଜଙ୍ଗଲରେ ଏନକାଉଂଟରରେ ୪ ମାଓବାଦୀ ମୃତ, ଜଣେ ଯବାନ ଆହତ।

୪) ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ସୁପାରିସ୍।

୫) ପାରାଦୀପ: ଜିପସମ୍ ପରିବହନକୁ କେନ୍ଦ୍ରକରି ଇଫକୋ ସାର କାରଖାନାରେ ଉତ୍ତେଜନା।

୬) ଲକଡାଉନ୍ କରୋନା ଭାଇରସ୍ ନୁହେଁ, ବରଂ ଗରିବଙ୍କ ଉପରେ ଆକ୍ରମଣ ଥିଲା: ରାହୁଲ ଗାନ୍ଧୀ।

୭) ମୁମ୍ୱାଇ: ରିପବ୍ଲିକ ଟିଭିର ଦୁଇ ସାମ୍ୱାଦିକ ଗିରଫ।

୮) ରାଜ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଦିଲୀପ ବିଶୋଇ।

୯) ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ଘୋଷଣା କଲା ଏନଡିଏ।

୧୦) କଙ୍ଗନାଙ୍କ ଅଫିସ ଭଙ୍ଗା ଉପରେ କୋର୍ଟ ଲଗାଇଲେ ରୋକ, ବିଏମ୍‌ସିକୁ ଜବାବ ତଲବ।

୧୧) ଆମେରିକା ମହାକାଶଯାନର ନାମ ‘କଳ୍ପନା ଚାୱାଲା’: ୨୯ ତାରିଖରେ ଅନ୍ତରୀକ୍ଷ ପ୍ରକ୍ଷେପଣ ଲାଗି ସମୟ ଧାର୍ଯ୍ୟ।

୧୨) ଟୁଇନ ସିଟିରେ ଆଇସିୟୁ ବେଡ୍ ସଂଖ୍ୟା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ଅଧିକ ଆମ୍ବୁଲାନ୍ସ ମୂତୟନ କରିବାକୁ ନିର୍ଦ୍ଦେଶ।

୧୩) କଙ୍ଗନାଙ୍କ ଘର ଭାଙ୍ଗି ଅଡୁଆରେ ଶିବସେନା: ଠାକରେଙ୍କ ଏହି ପଦକ୍ଷେପକୁ ଏନସିପି, କଂଗ୍ରେସର ସମାଲୋଚନା।

୧୪) ବିଭିନ୍ନ କୋର୍ଟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି ୪,୪୪୨ ମାମଲା: ସୁପ୍ରିମକୋର୍ଟ‌।

୧୫) ଜିଲ୍ଲାପାଳଙ୍କୁ ଅନୁମତି: ବନ୍ଦ କରିପାରିବେ କୋଭିଡ୍ କେୟାର ସେଣ୍ଟର ଓ ହୋମ୍‌।

୧୬) ଖ୍ୟାତି ସଂପନ୍ନ ଯାଦୁକର ପିଏଲ୍ ସୁନ୍ଦରକାଙ୍କ ପରଲୋକ।

୧୭) ଷ୍ଟେଟ୍‌ ବ୍ୟାଙ୍କର ବଡ଼ ନିଷ୍ପତ୍ତି : ୩୦ ହଜାର କର୍ମଚାରୀଙ୍କୁ କରିବ ଛଟେଇ।

୧୮) ପୁରୀରେରେ ବଢୁଛି କରୋନା କାୟା, ୧୫ ଦିନରେ ଆଖି ବୁଜିଲେଣି ୫ ସେବାୟତ।

୧୯) ବିଧାନସଭା ଉପନିର୍ବାଚନ: ଭୋଟ ଦେଇପାରିବେ କୋଭିଡ ସଂକ୍ରମିତ।

୨୦) ଜୟଦେବ ପୁରସ୍କାର ପ୍ରାପ୍ତ ଓଡ଼ିଆ ଫିଲ୍ମ ନିର୍ମାତା ସାରଦା ପ୍ରସନ୍ନ ନାୟକଙ୍କ ପରଲୋକ।

୨୧) ଏନଇଇଟି ବାତିଲ ଆବେଦନ ଶୁଣାଣି ଲାଗି ମନା କଲେ ସୁପ୍ରିମକୋର୍ଟ: ୧୩ରେ ଦେଶବ୍ୟାପୀ ପରୀକ୍ଷା।

୨୨) ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରୁ ୧୦ ମାନବ ଚୋରା ଚାଲାଣକାରୀ ଗିରଫ; ୧୪ ପିଲା ଉଦ୍ଧାର।

୨୩) ବଦଳିଲେ ୪ ଜିଲ୍ଲାପାଳ: ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅତିରିକ୍ତ ସଚିବ, ଅରିନ୍ଦମ ଡ଼ାକୁଆ ପଞ୍ଚାୟତିରାଜ ସ୍ଵତନ୍ତ୍ର ପ୍ରକଳ୍ପ ନିର୍ଦେଶକ, ସି ଏସ୍ ରାଠୋର୍ ହେଲେ ଯାଜପୁର ଜିଲ୍ଲାପାଳ

୨୪) ଇପିଏଫ୍‌ ବୋର୍ଡ ବୈଠକରେ ନିଷ୍ପତି : ୨୦୧୯-୨୦ ବର୍ଷ ପାଇଁ ଇପିଏଫ୍‌ ୮.୫ ପ୍ରତିଶତ ବଦଳରେ ୮.୧୫ ପ୍ରତିଶତ ଜମା କରାଯିବ।

LEAVE A REPLY

Please enter your comment!
Please enter your name here