Home ସବୁ ଖବର କଟକ ଭୁବନେଶ୍ୱରର 8 ଟି ରୁଟ୍ ରେ ଚାଲିବ ମୋ ବସ୍

କଟକ ଭୁବନେଶ୍ୱରର 8 ଟି ରୁଟ୍ ରେ ଚାଲିବ ମୋ ବସ୍

25
0

୧ ସେପ୍ଟେମ୍ବର ୨୦୨୦, ବର୍ଷର ୨୪୫ତମ ଦିବସ ୩୫ତମ ମଙ୍ଗଳବାର

୧) ଦେଶର ଅର୍ଥନୀତି ପରିଚାଳନା ଅପାରଗତାକୁ ଘୋଡାଇବାକୁ ଲାଗୁ କରାଯାଇଥିଲା ଲକଡାଉନ , ଧ୍ୱଂସ ହୋଇଗଲା ଦେଶ ଅର୍ଥନୀତିର ମେରୁଦଣ୍ଡ –  ଅଣସଙ୍ଗଠିତ ଶ୍ରମଶକ୍ତି ବଳ : ରାହୁଲ ଗାନ୍ଧି।

୨) ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ: ଦେଶବାସୀ ବାଢିଲେ ବିଦାୟ ଶ୍ରଦ୍ଧାଞ୍ଜଳି

୩) ବନ୍ୟା ପାଇଁ ୧୧ ତାରିଖକୁ ବଢିଲା +୨ ଆବେଦନ ଅବଧି।

୪) କ୍ଷମା ମାଗିଲେ ନାହିଁ ପ୍ରଶାନ୍ତ ଭୂଷଣ, ଜୋରିମାନା ଦେଲେ ୧ ଟଙ୍କା।

୫) ସେପ୍ଟେମ୍ବର ୩୦ ସୁଦ୍ଧା ହେବ ୟୁଜି ଓ ପିଜି ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା, ଅକ୍ଟୋବର ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ।

୬) କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ‌।

୭) ମିଡିଆରେ ସବୁବେଳେ ସୁଶାନ୍ତଙ୍କ ଖବର ଦେଖାଉଥିବାରୁ ତାତିଲେ କୃଷକ, କହିଲେ-‘ଆମ ସମସ୍ୟା ବି ଦେଖାଅ’।

୮) ପଶ୍ଚିମବଙ୍ଗରେ ସେପ୍ଟେମ୍ଵର ୩୦ ଯାଏଁ ଲକଡାଉନ୍ ବୃଦ୍ଧି, ୮ରୁ ଚାଲିବ ମେଟ୍ରୋ।

୯) କରୋନା ପ୍ରଭାବ: ଜିଡିପିର ଘଟିପାରେ ଐତିହାସିକ ହ୍ରାସ।

୧୦) ପୁଣି ୫ ତାରିଖ ଯାଏଁ ବର୍ଷା ସମ୍ଭାବନା: କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜରି ।

୧୧) ଦୀପାବଳିକୁ ଥମିଯିବ କରୋନା- କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

୧୨) ଲଦାଖ ସୀମାରେ ଅନୁପ୍ରବେଶ ପାଇଁ ଚୀନର ପୁଣି ଚେଷ୍ଟା, କଡ଼ା ଜବାବ ଦେଲେ ଭାରତୀୟ ସେନା‌।

୧୩) ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ, ‘ଆମ ସହର’ ଓ ‘ସ୍ଵଚ୍ଛ ସହର ଓଡ଼ିଶା’ ନାଗରିକ କେନ୍ଦ୍ରିକ ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

୧୪) ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ମଧୁବାବୁ ପେନସନ ଉପଭୋକ୍ତା ପାଇବେ ପୁଣି ୪ ମାସର ଆଗୁଆ ଭତ୍ତା।

୧୫) ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୧୬) ୨୦୨୪ରେ ଦେଶରେ ହେବ ଅନ୍ତିମ ନିର୍ବାଚନ ! ଇଭିଏମକୁ ନେଇ ବଡ ଆଶଙ୍କା ପ୍ରକାଶ କଲେ ଦିଗବିଜୟ ସିଂହ।

୧୭) କୋରାପୁଟ: ହାଜତରେ କଏଦୀଙ୍କ ଆତ୍ମହତ୍ୟା ଘଟଣାରେ ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ।

୧୮) ହୀରାକୁଦ ଜଳ ଭଣ୍ଡାରରେ କମୁଛି ଜଳସ୍ତର, ସ୍ଥିତି ସୁଧୁରିବାକୁ ଲାଗିବ ଆଉ ୪ ଦିନ।

୧୯) ସାମ୍ବାଦିକଙ୍କୁ ବ୍ଲାକମେଲର କହିବା ଅଭିଯୋଗରେ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ବିରୋଧରେ ରୁଜୁ ହେଲା ମାମଲା।

୨୦) କଟକ ଭୁବନେଶ୍ୱରର 8 ଟି ରୁଟ୍ ରେ ଚାଲିବ ମୋ ବସ୍ |

୨୧) ସେପ୍ଟମ୍ବେର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ୍; ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମା ହଲ ଓ ସଭାସମିତି ବନ୍ଦ। ଶନିବାର ବନ୍ଦ ରହିବ ରାଜ୍ୟର ସବୁ ସରକାରୀ ଅଫିସ୍।

୨୨) ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଅବଧି ବୃଦ୍ଧି।

୨୩) ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭଲ ଖବର, ଆଉ ରହିବନି ପେନସନ୍ ସମସ୍ୟା।

୨୪) ଜୀଓ ଷ୍ଟାଇଲ୍ ରେ ସରକାରଙ୍କ କରୋନା ପରିଚାଳନା, ପ୍ରଥମେ ସବୁ ମାଗଣା, ତା ପରେ ଧୀରେ ଧୀରେ ବଢିଲା ପାଉଣା , ଅନଲକ୍ – 4, ମାନେ ମେଡିଆରେ କମିଯିବ କରୋନା ରୋଳ, ୟା ପରେ ନିଜ କଥା ନିଜେ ସମ୍ଭାଳ

LEAVE A REPLY

Please enter your comment!
Please enter your name here