
ଓଡ଼ିଶାରେ କୃଷି ବିକାଶ ଓ କୃଷକ କଲ୍ୟାଣର ଭାଗ୍ୟ ଏମିତି:
“ଯୋଜନା କାଗଜପତ୍ରରେ ରହିଯାଉଛି, ଚାଷଜମି ଓ ଚାଷୀଙ୍କ ପର୍ଯ୍ୟନ୍ତ ପହଂଚିପାରୁନାହିଁ” !!
କୃଷି କର୍ମଣ ପୁରସ୍କାର ଓ ଡେଜିନ ପତ୍ରିକା ର ହଜାର ହଜାର ପ୍ରତିରୂପ ପ୍ରସ୍ତୁତି କରି ଚାଷୀଙ୍କୁ ଦିଆଯାଉ। ସେମାନେ ପାଦୁକ ପାଇଲାପରି ଏହି ପୁରସ୍କାରକୁ ଧୋଇ ପିଅନ୍ତୁ।
- ଦୁର୍ଯ୍ଯୋଧନ ଦଳାଇ