Home ସବୁ ଖବର -୨୪ ଘଣ୍ଟା ୨୪ ଖବର-

-୨୪ ଘଣ୍ଟା ୨୪ ଖବର-

12
0

୨୯ ଅଗଷ୍ଟ ୨୦୨୦, ବର୍ଷର ୨୪୨ତମ ଦିବସ ୩୫ତମ ଶନିବାର

୧) ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି: ଅନେକ ଅଞ୍ଚଳ ଜଳମଗ୍ନ।

୨) ବିନା ପରୀକ୍ଷାରେ ହୋଇପାରିବେ ନାହିଁ ପାସ୍, ୟୁଜିସି ନିଷ୍ପତିକୁ ବଦଳାଇ ପାରିବେ ନାହିଁ ରାଜ୍ୟ ସରକାର।

୩) ସେପ୍ଟେମ୍ବର ୧୦ରେ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବ ରାଫେଲ୍ ଜେଟ୍।

୪) ମୌସୁମୀ ଅଧିବେଶନର ୭୨ ଘଣ୍ଟା ପୂର୍ବରୁ ସାଂସଦଙ୍କ ହେବ କରୋନା ଟେଷ୍ଟ।

୫) କାରୋନାରେ କଂଗ୍ରେସ ସାଂସଦ ଏଚ୍. ବସନ୍ତ କୁମାରଙ୍କ ପରଲୋକ, ପ୍ରଧାମନ୍ତ୍ରୀଙ୍କ ଶୋକ।

୬) ଆସୁଛି ବଡ ବନ୍ୟା, ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ‌।

୭) ଜେଇଇ ପରୀକ୍ଷାର୍ଥୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ସରକାର।

୮) ଜାମ୍ମୁକାଶ୍ମୀର: ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ସଫା।

୯) ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ ସିକ୍ୟୁରିଟିର ମହାନିର୍ଦ୍ଦେଶିକା ଭାବେ ଦାୟିତ୍ୱ ନେବେ ଉଷା ପାଢୀ।

୧୦) ପୁଣି ସରକାରଙ୍କୁ ନିଶାଣ କଲେ ରାହୁଳ: ବିମୁଦ୍ରାୟନ, ଜିଏସଟି ଓ ବିଫଳ ଲକଡ଼ାଉନ ଦେଶକୁ ବରବାଦ କରିଛି।

୧୧) ପୁଣି ପ୍ରବଳ ବର୍ଷିବ ! ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ ।

୧୨) ଅନୁସନ୍ଧାନ ଚାଲିଥିବା ମାମଲାର ଖବର ପରିବେଷଣ ସମୟରେ ସାମ୍ବାଦିକତା ଆଚରଣର ନିୟମ ମାନିବାକୁ ଗଣମାଧ୍ୟମକୁ କହିଲା ପ୍ରେସ୍‌ କାଉନସିଲ୍‌।

୧୩) ସେପ୍ଟେମ୍ବର ୫ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀର ଭର୍ଚ୍ୟୁଆଲ ବୈଠକ; ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ଼୍ଡ଼ା।

୧୪) ଦେଶର ୪୭ ଜଣ ଶିକ୍ଷକ ରାଷ୍ଟ୍ରୀୟ ପୁରସ୍କାର ପାଇଁ ମନୋନୀତ, ଓଡିଶାରୁ ୨ ।

୧୫) ନନ୍ଦନକାନନରେ ଆଖି ବୁଜିଲା ଆଉ ଏକ ହଳଦୀ ବର୍ଣ୍ଣର ଆନାକୋଣ୍ଡା।

୧୬) କୋରାପୁଟରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ।

୧୭) ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପାଇଁ କେନ୍ଦ୍ରାପଡାରୁ ସବିତା ଓ ପୂର୍ଣ୍ଣିମା ମନୋନିତ।

୧୮) ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଶେଷ ତାରିଖ ସେପ୍ଟେମ୍ବର ୧୦ ତାରିଖକୁ ଘୁଞ୍ଚିଲା।

୧୯) ବିନା ଶେଷ ସେମିଷ୍ଟର ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ନାହିଁ: ସୁପ୍ରିମକୋର୍ଟ।

୨୦) ନଭେମ୍ବର ମାସକୁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା।

୨୧) ଜାପାନ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ।

୨୨) ବିହାର ନିର୍ବାଚନ ସ୍ଥଗିତ ଜନସ୍ୱାର୍ଥ ମାମଲାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ।

୨୩) ବନ୍ୟା ପରିସ୍ଥିତି: ୧୦ ଜିଲ୍ଲା କ୍ଷତିଗ୍ରସ୍ତ, ୩.୮୨ଲକ୍ଷ ଲୋକ ଜଳବନ୍ଦୀ ଓ ୫ ମୃତ।

୨୪) ଖାଇବା ତେଲର ଅପ ମିଶ୍ରଣ ବିରୋଧରେ FSSAIର ଧରପଗଡ, ସମଗ୍ର ଦେଶରୁ ସଂଗ୍ରହ ହେଲା ୪୫୦୦ରୁ ଅଧିକ ନମୂନା ।

LEAVE A REPLY

Please enter your comment!
Please enter your name here