Home ସବୁ ଖବର ଏଣିକି ଆର୍. ଆଇ. ଅଫିସ ନଯାଇ ଅନଲାଇନରେ ଦେଇ ହେବ ଖଜଣା

ଏଣିକି ଆର୍. ଆଇ. ଅଫିସ ନଯାଇ ଅନଲାଇନରେ ଦେଇ ହେବ ଖଜଣା

46
1

ଆସନ୍ତା ସପ୍ତାହେ ମଧ୍ୟରେ ରାଜସ୍ବ ବିଭାଗ କାର୍ଯ୍ୟକ୍ଷମ କରିବେ ଇ ପେମେଣ୍ଟ ବ୍ୟବସ୍ଥା । ଇଚ୍ଛା କଲେ ଲୋକେ ଘରେ ବସି ଦେଇପାରିବେ ଖଜଣା ଓ ପାଇପାରିବେ ଅନ୍ୟାନ୍ୟ ବହୁ ସୁବିଧା ।

ଏ ସମ୍ପର୍କରେ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀ କହନ୍ତି – ” We have noted the concern of common people. Now cess can be paid online through https://odishalandrevenue.nic.in

However, it’s under updation and within maximum one week, one will be able to pay the cess/ rent/ arrears. We will ensure a robust system and one need not visit RI office for this purpose and for most of requirements of the citizens.”

1 COMMENT

LEAVE A REPLY

Please enter your comment!
Please enter your name here