Home ସବୁ ଖବର ଖୁସି ଖବର : ୭୦ % ଟପିଲା କରୋନା ବିଜୟୀ ସଂଖ୍ୟା

ଖୁସି ଖବର : ୭୦ % ଟପିଲା କରୋନା ବିଜୟୀ ସଂଖ୍ୟା

21
0

ବିଗତ ୨୪ ଘଣ୍ଟା ମଧ୍ୟରେ ୫୭,୩୮୧ କରୋନା ଆକ୍ରାନ୍ତ କରୋନା ଯୁଦ୍ଧରେ ବିଜୟୀ ହେଲେ । କରୋନା ବିଜୟ ହାର ଦିନ କୁ ଦିନ ବୃଦ୍ଧି ପାଇ ୭୦% ପହଞ୍ଚିଲା । ଏ ହାର ଆଗକୁ ବଢ଼ାଇବା ଦିଗରେ ସମସ୍ତେ ତତ୍ପର, ତାହା ହିଁ ଖୁସି ଖବର ।

LEAVE A REPLY

Please enter your comment!
Please enter your name here