Home ଖୋଲା ବିଚାର ଭାରତ ମାତାଙ୍କୁ ୭୩ ପୁରିଲା, ଓଡ଼ିଶାର ପହରିଆ ମା’ ଆଦିବାସୀ ନୁହେଁ, କାହିଁକି ?? ସବୁ ଖବରଖୋଲା ବିଚାର ଭାରତ ମାତାଙ୍କୁ ୭୩ ପୁରିଲା, ଓଡ଼ିଶାର ପହରିଆ ମା’ ଆଦିବାସୀ ନୁହେଁ, କାହିଁକି ?? By Laxmidhar Nayak - August 15, 2020 28 0 Share Facebook Twitter Telegram WhatsApp Email Print ପହରିଆ, ଛତିଶଗଡ଼ରେ ଆଦିବାସୀ, ଓଡ଼ିଶାରେ ଆଦିବାସୀ ନୁହେଁ । ଏମିତି ୭୩ ବର୍ଷ ଚାଲିଗଲାଣି ।ସରକାର ରାଜ୍ୟରେ ଅଛି, କେନ୍ଦ୍ରରେ ବି ଗୋଟେ ଥିବ ।କେହି ବୁଝି ପାରୁନାହାନ୍ତି, କାହିଁକି ଏମିତି ହେଲା ।ଆଉ କେତେ ଦିନ ଗଲେ ସରକାର ହେଜିବେ ? ସ୍ଥାନୀୟ ବିଧାୟକ ବୁଝିବେ ? ସମସ୍ତଙ୍କୁ ୭୪ ତମ ସ୍ୱାଧୀନତା ଦିବସର ଅଭିନନ୍ଦନ । – ରାଜୀବ ସଗରିଆ, ପରିଚାଳନା ସମ୍ପାଦକ