Kabita ଧନ୍ୟ ବିଧାତା By Laxmidhar Nayak - August 15, 2020 0 85 Share Facebook Twitter Telegram WhatsApp Email Print ସ୍ୱର୍ଣ୍ଣପ୍ରିୟା ନାରୀ କାଚ ଚୁଡି ପିନ୍ଧି ବହୁଛି ଇଟା ଇଟାବୁହା ଲୋକ ବଇରାଗୀ ମୋର ସୁବର୍ଣ୍ଣ ବାବା ଧନ୍ଯ ବିଧାତା ଧନ୍ଯ ତୋହର ଏ ଲୀଳା ରସିକତା ଦେଖ ହେ ବାପୁ ତୁମ ସ୍ୱାଧୀନ ଭାରତ ସ୍ୱାଧୀନ କଥା – ଳକ୍ଷ୍ମୀଧର ନାୟକ Laxmidhar Nayak