Home Kabita ଧନ୍ୟ ବିଧାତା

ଧନ୍ୟ ବିଧାତା

0
85

ସ୍ୱର୍ଣ୍ଣପ୍ରିୟା ନାରୀ
କାଚ ଚୁଡି ପିନ୍ଧି
ବହୁଛି ଇଟା

ଇଟାବୁହା ଲୋକ
ବଇରାଗୀ ମୋର ସୁବର୍ଣ୍ଣ ବାବା

ଧନ୍ଯ ବିଧାତା
ଧନ୍ଯ ତୋହର ଏ
ଲୀଳା ରସିକତା

ଦେଖ ହେ ବାପୁ
ତୁମ ସ୍ୱାଧୀନ ଭାରତ
ସ୍ୱାଧୀନ କଥା

– ଳକ୍ଷ୍ମୀଧର ନାୟକ

NO COMMENTS

LEAVE A REPLY

Please enter your comment!
Please enter your name here