Home News Total ଭାରତ ମାତାଙ୍କୁ ୭୩ ପୁରିଲା, ଓଡ଼ିଶାର ପହରିଆ ମା’ ଆଦିବାସୀ ନୁହେଁ, କାହିଁକି ??

ଭାରତ ମାତାଙ୍କୁ ୭୩ ପୁରିଲା, ଓଡ଼ିଶାର ପହରିଆ ମା’ ଆଦିବାସୀ ନୁହେଁ, କାହିଁକି ??

88
0
ADVERTISEMENT

ପହରିଆ, ଛତିଶଗଡ଼ରେ ଆଦିବାସୀ, ଓଡ଼ିଶାରେ ଆଦିବାସୀ ନୁହେଁ । ଏମିତି ୭୩ ବର୍ଷ ଚାଲିଗଲାଣି ।
ସରକାର ରାଜ୍ୟରେ ଅଛି, କେନ୍ଦ୍ରରେ ବି ଗୋଟେ ଥିବ ।
କେହି ବୁଝି ପାରୁନାହାନ୍ତି, କାହିଁକି ଏମିତି ହେଲା ।
ଆଉ କେତେ ଦିନ ଗଲେ ସରକାର ହେଜିବେ ? ସ୍ଥାନୀୟ ବିଧାୟକ ବୁଝିବେ ?

ସମସ୍ତଙ୍କୁ ୭୪ ତମ ସ୍ୱାଧୀନତା ଦିବସର ଅଭିନନ୍ଦନ ।
– ରାଜୀବ ସଗରିଆ, ପରିଚାଳନା ସମ୍ପାଦକ

ADVERTISEMENT