Home News Total ଧାନ କିଣିବା ପାଇଁ ସରକାର ସଂକଳ୍ପବଦ୍ଧ

ଧାନ କିଣିବା ପାଇଁ ସରକାର ସଂକଳ୍ପବଦ୍ଧ

66
0

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଚଳିତ ବର୍ଷ ଖରିଫ୍ ୨୦୨୦-୨୦୨୧ ଋତୁରେ ଆଜି ସୁଦ୍ଧା ୫୦ଲକ୍ଷ ୩୭ହଜାର ୨୪୭ ମେଟ୍ରିକ୍ ଟନ୍ ଧାନ ସଂଗୃହିତ ହୋଇଛି। ସବୁ ପଞ୍ଜୀକୃତ ଚାଷୀଙ୍କ ଯୋଗ୍ୟ ବିବେଚିତ ଧାନକୁ କିଣିବା ପାଇଁ ସରକାର ସଂକଳ୍ପବଦ୍ଧ I

LEAVE A REPLY

Please enter your comment!
Please enter your name here